gaza-strip-fire
ବିଶ୍ବ 

ଗାଜାପଟ୍ଟି ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ,୨୧ ମୃତ

ଗାଜାପଟ୍ଟି ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ,୨୧ ମୃତ ଇସ୍ରାଏଲ : ଗାଜାପଟ୍ଟିରେ ଥିବା ଏକ ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ I ଉତ୍ତର ଗାଜା ଅଞ୍ଚଳର ଜବାଲିଆ ଶରଣାର୍ଥୀ ଶିବିରରେ ଏହି ନିଆଁ ଲାଗିଥିବା ଜଣା ପଡିଛି I ଗାଜା ସହରର ଉତ୍ତରରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠା ଘରେ ଅଗ୍ନିକାଣ୍ଡ ଘଟି ୭ ଜଣ ଶିଶୁଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଏବଂ ଅନେକ ଆହତ ହୋଇଛନ୍ତି I ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଛି। […]
Read More...

Advertisement