gardening
ଜୀବନଚର୍ଯ୍ୟା 

ପିଲାଙ୍କୁ ଶିଖାନ୍ତୁ ବଗିଚା କାମ

ପିଲାଙ୍କୁ ଶିଖାନ୍ତୁ ବଗିଚା କାମ ପିଲାଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ସେମାନଙ୍କୁ ଅନେକ ଶିକ୍ଷା ଦେବାକୁ ହୋଇଥାଏ । ତେବେ ପିଲାଙ୍କ ଭିତରେ ବିଭିନ୍ନ ଭଲ ଗୁଣକୁ ବିକଶିତ କରିବା ପାଇଁ ସେମାନଙ୍କୁ ବଗିଚାରେ କାମ କରିବା ଶିଖାଇବା ଏକ ଭଲ ଉପାୟ । ଏହା ଫଳରେ ସେମାନେ ଜୀବନର କିଛି ମୂଲ୍ୟବୋଧ ସମ୍ପର୍କରେ ଶିଖି ପାରିବେ । ଆସନ୍ତୁ ପଢିବା ସେହିଭଳି କିଛି କଥା ବିଷୟରେ ଯାହା ଜଣେ ଶିଶୁ ବଗିଚା କାମରୁ ଶିଖିପାରିବେ । ନିଜର ମୂଳକୁ ଭୁଲନ୍ତୁ […]
Read More...

Advertisement