Ganjam corona case
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୩ ମୃତ

ଓଡ଼ିଶାରେ ଗୋଟିଏ ଦିନରେ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୩ ମୃତ ଭୁବନେଶ୍ୱର: ଜୁଲାଇ ୧୨: ଓଡ଼ିଶାରେ ୫୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଜଣ କରୋନା ରୋଗୀ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୯୭ ଜଣ,ଖୋର୍ଦ୍ଧା ରୁ ୭୬ ଜଣ, କୋରାପୁଟ ରୁ ୪୪ ଜଣ, ମନକାନଗିରି ରୁ ୩୬ ଜଣ, ଗଜପତି ରୁ ୨୦ ଜଣ, ମୟୁରଭଞ୍ଜ ରୁ ୧୪ ଜଣ, ବାଲେଶ୍ୱର, କଟକ ଓ ଭଦ୍ରକ ରୁ ୧୧ ଜଣ ଲେଖାଏଁ, ପୁରୀ ରୁ […]
Read More...

Advertisement