Ganja seized in Boudh
ଜିଲ୍ଲା 

ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ

ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ ତଥା ସ୍ପେସାଲ ଜଜ୍‌ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହିତ ଏକ ଲକ୍ଷ ଟଙ୍କା ଜରିମାନା ରାୟ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୦.୧୧.୨୧ ତାରିଖରେ ବୌଦ୍ଧ ଅବକାରୀ ବିଭାଗ କର୍ମଚାରୀମାନେ ସକାଳେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ପ୍ରହରା କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଖବର ପାଇଲେ ଯେ, ଜହ୍ନାପଙ୍କ […]
Read More...
ଜିଲ୍ଲା 

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୮୨ କେଜି ଗଞ୍ଜେଇ ସହ କାର ଜବତ , ଦୁଇ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୮୨ କେଜି ଗଞ୍ଜେଇ ସହ କାର ଜବତ , ଦୁଇ ଗିରଫ ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ-କିଆକଟା ବ୍ରିଜ ଛକ ନିକଟରେ ଏକ କାର ଉପରେ ଚଢାଉ କରାଯାଇଛି । ଚଢ଼ାଉ ସମୟରେ ସେହି କାରରୁ ୮୨ କିଲୋ ଗଞ୍ଜେଇ ବାହାରିଥିଲା । ଏହାପରେ କାରକୁ ଜବତ କରିଥିବା ବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ କାର୍‌ରେ ଥିବା ଦୁଇଜଣକୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ, ପବିତ୍ର ରଥଯାତ୍ରା ଥିବା ଯୋଗୁଁ ସାରା ଜିଲ୍ଲାରେ ଜନଗହଳି ହୋଇ ଉଠିଥିବା ବେଳେ […]
Read More...

Advertisement