ganga river
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷର୍ା: ଭୂÕଳନ ହେତୁ ଜାତୀୟ ରାଜପଥ ବନ୍ଦ
Published On
By Samaya Live
ଦିଲ୍ଲୀ ଅଗଷ୍ଟ ୨୮: ଗତକାଲି ରାତି ଠାରୁ ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ରହିବା ସହିତ ପାହାଡ଼ରୁ ମାଟି ଧସି ହୋଇ ରାସ୍ତା ବନ୍ଦ ହୋଇଯାଇଛି । ଭୂÕଳନ ହେତୁ ମୋଟ ଉପରେ ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ ୨୦୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ପାହାଡ଼ରୁ ପଥର ଖସିବା ନେଇ ଆଶଙ୍କାରେ ଟିହରି ଜିଲ୍ଲା ପ୍ରଶାସନ ଋଷିକେଶ-ବଦ୍ରିନାଥ ୫୮ ନମ୍ବର ଜାତୀୟ ରାଜମାର୍ଗରେ ଗମନାଗମନକୁ ବନ୍ଦ କରିଛନ୍ତି । […]
ବିହାରରେ ବନ୍ୟା, ୧୬ଟି ଜିଲ୍ଳାରେ ପାଣି, ୩୪ ଲକ୍ଷ ଲୋକ ପ୍ରଭାବିତ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୮: ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଉଠିଛି । ଗଙ୍ଗା ଓ ବୁଢ଼ା ଗଣ୍ଡକ ନଦୀର ପାଣି ଫୁଲି ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ପଶିଯାଇଛି । ଫଳରେ ରାଜ୍ୟର ୩୪ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଚାଷ ଜମି ଓ କଦଳୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ବିହାର ବୈଶାଳୀ, ମୁଙ୍ଗେର, ଭୋଜପୁର, କଟିହାର, ପୂର୍ଣ୍ଣିୟା ଆଦି ଜିଲ୍ଲାରେ ବିଶେଷ କ୍ଷତି ଘଟିଛି […]

