Gang War in Bhubaneswar
ଓଡ଼ିଶା  ଅପରାଧ 

ମଦ, ବ୍ରାଉନସୁଗାର ପାଇଁ ରାଜଧାନୀରେ ଗ୍ୟାଙ୍ଗୱାର; ପାଞ୍ଚ ଆହତ, ତିନି ଗୁରୁତର

ମଦ, ବ୍ରାଉନସୁଗାର ପାଇଁ ରାଜଧାନୀରେ ଗ୍ୟାଙ୍ଗୱାର; ପାଞ୍ଚ ଆହତ, ତିନି ଗୁରୁତର ଭୁବନେଶ୍ୱର(ନି.ପ୍ର): ଜୁଲାଇ ୨୭: ରାଜଧାନୀ ରାସ୍ତା ଭିଜିଛି ରକ୍ତରେ । ଚୋରା ମଦ ଓ ବ୍ରାଉନସୁଗାର ପାଇଁ ରାଜଧାନୀର କେନ୍ଦ୍ରସ୍ଥଳ ମାଷ୍ଟରକ୍ୟାଣ୍ଟିନ୍ ରାଜରାସ୍ତାରେ ସୋମବାର ମଧ୍ୟାହ୍ନରେ ଗ୍ୟାଙ୍ଗୱାରରେ ଭୟଭୀତ ହୋଇଯାଇଥିଲେ ଲୋକେ । ଗୋଟିଏ ଗ୍ୟାଙ୍ଗ ପ୍ରତିପକ୍ଷ ଗ୍ୟାଙ୍ଗକୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତିନିଜଣଙ୍କ ମୁଣ୍ଡରେ ଚୋଟ୍ ଲାଗିଥିବାରୁ ସେମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବା କ୍ୟାପିଟାଲ […]
Read More...

Advertisement