Gandhamardan Hill
ଓଡ଼ିଶା 

ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ: ପୋଲିସଙ୍କ ସହ ଗୁଳି ବିନିମୟ

ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ: ପୋଲିସଙ୍କ ସହ ଗୁଳି ବିନିମୟ ଭୁବନେଶ୍ୱର: ଅଗଷ୍ଟ ୮ :ପୁଣି ଠାବ ହୋଇଛି ମାଓକ୍ୟମ୍ପ । କ୍ୟାମ୍ପରୁ ଅନେକ ଗୁଳିଗୁଳା ସହ ସେମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷା କର୍ମୀ । ବରଗଡ ଜିଲ୍ଲା ପାଇକମାଳ ଥାନା ଆନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ଏହି କ୍ୟାମ୍ପକୁ ଠାବ କରାଯାଇଛି । ବରଗଡ ବଲାଙ୍ଗିର ଓ ବରଗଡ ଏସ୍‌ଓଜିଙ୍କ ପକ୍ଷରୁ ହୋଇଥିବା କମ୍ବିଂ ଅପରେସନ ବେଳେ ଏହି ମାଓକ୍ୟାମ୍ପ ଠାବ କରାଯାଇଥିଲା । ସୁରକ୍ଷା କର୍ମୀଙ୍କ ଅଚାନକ ଚଢାଉ ଦେଖି ମାଓବାଦୀମାନେ ସେମାନଙ୍କ […]
Read More...

Advertisement