French Open 2022
ଖେଳ 

ଫ୍ରେଞ୍ଚ ଓପନ: ଇନା-ୱିସଲିଙ୍କୁ ମିକ୍ସଡ ଡବଲ୍ସ ଟାଇଟଲ

ଫ୍ରେଞ୍ଚ ଓପନ: ଇନା-ୱିସଲିଙ୍କୁ ମିକ୍ସଡ ଡବଲ୍ସ ଟାଇଟଲ ପ୍ୟାରିସ : ଜାପାନର ଇନା ଶିବାହାରା ଓ ୱିସଲି କୁଲଫ୍‌ (ନେଦରଲାଣ୍ଡସ୍‌)ଙ୍କ ଯୋଡି ଫ୍ରେଞ୍ଚ ଓପନ ମିକ୍ସଡ ଡବଲ୍ସ ଟାଇଟଲ ହାତେଇଛନ୍ତି । ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଇନା-ୱିସଲିଙ୍କ ଯୋଡି ୭-୬, ୬-୨ ସେଟ୍‌ରେ ନରେୱର ଉଲରିକେ ଇକେରୀ ଓ ବେଲଜିୟମ୍‌ର ଜୋରାନ ଭିଲେଜେନ୍‌ ଯୋଡିକୁ ଧରାଶାୟୀ କରିଥିଲେ । ଏହି ଯୋଡି ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି ।
Read More...
ଖେଳ 

ଫ୍ରେଞ୍ଚ ଓପନ୍‌ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ

ଫ୍ରେଞ୍ଚ ଓପନ୍‌ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ ପ୍ୟାରିସ: ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ୍‌ ସ୍ଥାନ ପMା କରିଛନ୍ତି । ରବିବାର ପ୍ରିକ୍ୱାର୍ଟର ଫାଇନାଲରେ ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିଆ ତାରକା ଜୋକୋଭିକ ୬-୧, ୬-୩, ୬-୩ ସେଟରେ ଆର୍ଜେଣ୍ଟିନାର ଡିଏଗୋ ସ୍ୱର୍ଜମାନଙ୍କୁ ହରାଇଥିଲେ । ଆଲେକଜାଣ୍ଡର ଭେରଭ ଓ ରାଫେଲ ନାଦାଲ ମଧ୍ୟ କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି । ଭେରେଭ ୭-୬, ୭-୫, ୬-୩ ସେଟରେ ବର୍ଣ୍ଣାବେ ଜାପଟା ମିରାଲେସଙ୍କୁ ଏବଂ ନଦାଲ ୩-୬, ୬-୩, […]
Read More...

Advertisement