Free pizza
ବିଶ୍ବ 

ପିଜ୍ଜା ଦେଇ ୟୁକ୍ରେନ୍‌କୁ ସହାୟତା

ପିଜ୍ଜା ଦେଇ ୟୁକ୍ରେନ୍‌କୁ ସହାୟତା ବର୍ତ୍ତମାନ ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌କୁ ସହାୟତା ମିଳିବାରେ ଲାଗିଛି । ସମସ୍ତେ ନିଜନିଜର ସାମର୍ଥ୍ୟ ଅନୁସାରେ ୟୁକ୍ରେନ୍‌କୁ ସହାୟତା ଯୋଗାଉଛନ୍ତି । ତେବେ ସେହିଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁକ୍ରେନ୍‌ର ଜଣେ ଡିପ୍ଲୋମାଟ୍‌ ଗୋଟିଏ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଏକ ପିଜ୍ଜା କମ୍ପାନୀର ମାଲିକ କାର୍‌କିଭ୍‌ ସହରରେ ମାଗଣାରେ ପିଜ୍ଜା ବାଣ୍ଟିଛନ୍ତି । ପିଜ୍ଜା କମ୍ପାନୀଙ୍କ ମତର ବିଦେଶରୁ ଅନେକ ଲୋକ ଯୁଦ୍ଧରେ ଫସିଥିବା ୟୁକ୍ରେନ୍‌ ବାସୀ ଓ […]
Read More...

Advertisement