Four Sadhus Were Beaten
ଦେଶ- ବିଦେଶ 

ପିଲାଚୋର ଭାବି ୪ ସାଧୁଙ୍କୁ ନିର୍ଘାତ ମାଡ଼

ପିଲାଚୋର ଭାବି ୪ ସାଧୁଙ୍କୁ ନିର୍ଘାତ ମାଡ଼ ମହାରାଷ୍ଟ୍ର: ପାଲଘର ସାଧୁ ହତ୍ୟାକାଣ୍ଡ ଘଟଣାର ପୁନରାବୃତି ହେବାର ଅଳ୍ପକେ ବର୍ତି ଯାଇଛନ୍ତି ୪ ସାଧୁ I ପିଲାଚୋର ଭାବି ଅତି ନିର୍ଦୟ ଭାବରେ ମାଡ଼ ଖାଇଛନ୍ତି ଏହି ୪ ଜଣ ସାଧୁ I ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଲବାନା ଗାଁରେ ଏପରି ଏକ ଘଟଣା ଘଟିଛି । ଏହି ୪ ଜଣ ସାଧୁ ମଥୁରା ଜୁନା ଆଖଡ଼ା ରୁ ଏକ ବଲେରୋରେ ଆସି ପଣ୍ଡରପୁର ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ରାସ୍ତା ପଚାରିଥିଲେ ହେଲେ ସ୍ଥାନୀୟ […]
Read More...

Advertisement