found raped and murdered in up
ଦେଶ- ବିଦେଶ 

ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୯ ଦିନ ପରେ ମିଳିଲା ମୃତଦେହ

ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୯ ଦିନ ପରେ ମିଳିଲା ମୃତଦେହ ନୂଆଦିଲ୍ଲୀ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ଏମିତି ଆଉ ଏକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡରେ ଏଭଳି ସମାନ ଘଟଣା ଘଟିଛି । ଜଣେ ନର୍ସଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। ମହିଳା ଜଣକ ଜୁଲାଇ ୩୦ରେ ହସ୍ପିଟାଲ ଯାଇ ଘରକୁ ନ ଫେରିବାରୁ ତାଙ୍କ ଝିଅ ଥାନାରେ ଏତଲା ଦେଇଥିଲେ। ୯ ଦିନ ପରେ ପୁଲିସ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମୋର୍ଟମ […]
Read More...

Advertisement