Former Police DG S N Tiwari
ଓଡ଼ିଶା 

ପୂର୍ବତନ ପୋଲିସ ଡିଜି ଏସ୍‌ଏନ୍‌ ତିୱାରୀଙ୍କ ପରଲୋକ

ପୂର୍ବତନ ପୋଲିସ ଡିଜି ଏସ୍‌ଏନ୍‌ ତିୱାରୀଙ୍କ ପରଲୋକ ଭୁବନେଶ୍ୱର : ଅଗଷ୍ଟ ୫: ପୂର୍ବତନ ପୋଲିସ ଡିଜି ଶ୍ୟାମ ନାରାୟଣ ତିୱାରୀଙ୍କ ପରଲୋକ ଘଟିଛି । ୮୧ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀ ତିୱାରୀ ୧୯୬୩ ମସିହାରେ ଆଇପିଏସ ଅଧିକାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଚାକିରୀକାଳ […]
Read More...

Advertisement