former mla uday narayan deba died
ଜିଲ୍ଲା 

ପୂର୍ବତନ ବିଧ।ୟକ ଉଦୟନ।ର।ୟଣ ଦେବଙ୍କ ପରଲୋକ

ପୂର୍ବତନ ବିଧ।ୟକ ଉଦୟନ।ର।ୟଣ ଦେବଙ୍କ ପରଲୋକ ସ।ନଖେମୁଣ୍ଡି: ଫେବ୍ରୁଆରୀ ୦୩: ପୂର୍ବତନ ବିଧ।ୟକ ଉଦୟନ।ର।ୟଣ ଦେବଙ୍କ ପରଲୋକ । ବୁଧବ।ର ବିଳମ୍ବିତ ର।ତିରେ ତାଙ୍କର ପରଲୋକ ହୋଇଛି। ସେ ମୋହନ। ନିର୍ବ।ଚନ ମଣ୍ଡଳୀରୁ ୩ ଥର ବିଧ।ୟକ ଭ।ବେ ନିର୍ବ।ଚିତ ହୋଇଥିଲେ । ପ୍ରଥମେ ୧୯୭୪, ୧୯୭୭ରେ ସ୍ୱାଧୀନ ଓ ୧୯୮୦ରେ ଜନତ। ପ।ର୍ଟି ଦଳରୁ ବିଧ।ୟକ ହୋଇଥିଲେ । ସେ ପକ୍ଷୀ ବିଷ।ରଦ ଭ।ବେ ସମଗ୍ର ବିଶ୍ୱରେ ସୁନ।ମ ଅର୍ଜନ କରିଥିଲେ । ନିକଟରେ ତ।ଙ୍କର ଲିଖିତ ପୁସ୍ତକ ବିହଙ୍ଗସଂହିତ। ର।ଜ୍ୟପ।ଳଙ୍କ ଦ୍ୱାରା […]
Read More...

Advertisement