forest department
ଜିଲ୍ଲା  ଅପରାଧ 

୪ ବେଆଇନ ମାଛ ଧରା ଟ୍ରଲର ଜବତ

୪ ବେଆଇନ ମାଛ ଧରା ଟ୍ରଲର ଜବତ ପୁରୀ: ଜାନୁଆରୀ ୩୧: ବେଆଇନ୍ ଭ।ବେ ମ।ଛ ମାରି ୪ ଟ୍ରଲର ଜବତ। ପୁରୀ ଜିଲ୍ଲ। ଦେବୀ ନଦୀ ମୁହ।ଁଣରେ ବେଆଇନ୍ ମ।ଛ ମ।ରୁଥିବ।ବେଳେ ବନ ବିଭ।ଗ, ତଟରକ୍ଷୀ ବ।ହିନୀ ଓ ସ।ମୁଦ୍ରିକ ମତ୍ସ୍ୟ ବିଭ।ଗ ଟିମ୍ ମିଳିତ ଚଢ଼।ଉ କରି ଏହି ସବୁ ଟ୍ରଲର ଜବତ କରିଛି। ଏହି ମ।ମଲ।ରେ ୩୨ କର୍ମଚ।ରୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ତେବେ ସ।ମୁଦ୍ରିକ ମତ୍ସ୍ୟ ବିଭ।ଗ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଟିମ ରେଡ୍ କରିଥିଲ।। ଜବତ ଟ୍ରଲର […]
Read More...
ଜିଲ୍ଲା  ଓଡ଼ିଶା  ଅପରାଧ 

ଶିମିଳିପ।ଳ ଅଭୟ।ରଣ୍ୟରୁ ସମ୍ବର ଶିକ।ରୀ ଗିରଫ

ଶିମିଳିପ।ଳ ଅଭୟ।ରଣ୍ୟରୁ ସମ୍ବର ଶିକ।ରୀ ଗିରଫ କରଞ୍ଜିଆ: ଡିସେମ୍ବର ୦୯: ମୟୁରଭଞ୍ଜ ଜିଲ୍ଲ। ଶିମିଳିପ।ଳ ଅଭୟ।ର।ଣ୍ୟରୁ ସମ୍ବର ଶିକ।ରୀ ଗିରଫ । ୮କେଜିରୁ ଅଧିକ ସମ୍ବର ମାଂସ ଜବତ । ଗିରଫ ଶିକ।ରୀ ଜଣଙ୍କ ଚିରୁପଦ। ଗାଁର ରବି ଖୁଣ୍ଟିଆ ।ତେବେ ଶିମିଳିପ।ଳ ଅଭୟ।ରଣ୍ୟରେ ଠ।କୁରମୁଣ୍ଡ। ରେଞ୍ଜ ଓ ଶିମିଳିପ।ଳ ଟ।ଇଗର ରିଜର୍ଭ ରେଞ୍ଜର କର୍ମଚ।ରୀମ।ନେ ପ।ଟ୍ରୋଲିଂ କରିବା ସମୟରେ କିଛି ଶିକ।ରୀଙ୍କୁ ପିଛ। କରିଥିଲେ । ଶେଷରେ ଠ।କୁରମୁଣ୍ଡ ରେଞ୍ଜ ନିକଟରୁ ଶିକ।ରୀଙ୍କୁ ଗିରଫ କରିବ।ରେ ସଫଳ ହୋଇଥିଲ। ବନବିଭ।ଗ । ଗିରଫ […]
Read More...

Advertisement