FOOD LICENCE CANCEL
ଓଡ଼ିଶା 

ଖାଦ୍ୟରେ ଅପମିଶ୍ରଣ ପାଇଁ ପ୍ରସିଦ୍ଧ ‘କିଶୋର ଭାଇନା ମଟନ’ ହୋଟେଲ ସିଲ

ଖାଦ୍ୟରେ ଅପମିଶ୍ରଣ ପାଇଁ ପ୍ରସିଦ୍ଧ ‘କିଶୋର ଭାଇନା ମଟନ’ ହୋଟେଲ ସିଲ ଭୁବନେଶ୍ୱର :  ପ୍ରସିଦ୍ଧ କିଶୋର ଭାଇନା ହୋଟେଲ ସିଲ I ଖାଦ୍ୟରେ ଅପମିଶ୍ରଣ ଯୋଗୁଁ ଭୂବନେଶ୍ୱରେ କିଶୋର ଭାଇନା ହୋଟେଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ଏହି ନିଷ୍ପତ୍ତି ନେଇଛି ବିଭାଗ । ଗତକାଲି ହୋଟେଲ୍ ଉପରେ ଚଢ଼ାଉ କରି ଯାଞ୍ଚ କରିଥିଲା ବିଏମସି ଟିମ୍ । ଖାଦ୍ୟରେ ରଙ୍ଗ, ଏକ୍ସପାୟରୀ ସସ୍ ସହ ସ୍ୱଚ୍ଛତା ଅତି ନିମ୍ନ ମାନର ଥିବା ଦେଖିବାକୁ ମିଳିଥିଲା । […]
Read More...

Advertisement