food crisis in Afghanistan
ବିଶ୍ବ 

ଆଫଗାନିସ୍ଥାନକୁ ଘାରିଲାଣି ଅନାହାର ଚିନ୍ତା

ଆଫଗାନିସ୍ଥାନକୁ ଘାରିଲାଣି ଅନାହାର ଚିନ୍ତା କାବୁଲ: ସେପ୍‌ଟେମ୍ବ ୧୮: ଆଫଗାନିସ୍ଥାନରେ ତାଲିବାନର କବଜା ପରେ ସେଠାରେ ଥିବା ଦୋକାନ ବଜାର, କାରଖାନା ଆଦି ବ୍ୟବସାୟ ଠପ୍‌ ହୋଇଯାଇଛି । ବଦଳି ଯାଇଛି ସେଠାକାର ଦୃଶ୍ୟ । ପରିସ୍ଥିତି ସଙ୍ଗୀନ ହୋଇ ଉଠିଛି । ଲୋକମାନେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି । ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନର ଲୋକମାନେ ଦିନ କାଟୁଛନ୍ତି । ପୂରା ଦେଶରେ ଖେଳିଯାଇଛି ହାହାକାର । ନିଜ ପରିବାର ଓ ପିଲାମାନଙ୍କୁ ଦୁଇ ମୁଠା ଖାଇଦେବାକୁ ଲୋକମାନଙ୍କ […]
Read More...

Advertisement