food army
Feature 

ନିଆରା ସଙ୍ଗଠନ ‘ଫୁଡ୍‌ ଆର୍ମୀ’

ନିଆରା ସଙ୍ଗଠନ ‘ଫୁଡ୍‌ ଆର୍ମୀ’ ମୁମ୍ବାଇ : ସେପ୍‌ଟେମ୍ବର ୮: ପ୍ଲାଷ୍ଟିକ୍‌ ପୂରା ଦୁନିଆ ପାଇଁ ସମସ୍ୟାର କାରଣ ପାଲଟିଛି । ବିଭିନ୍ନ ଦେଶରେ ଏଥିରୁ ଜନ୍ମିତ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ବିଶ୍ୱକୁ ଏହି ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ରୋକିବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ । ମୁମ୍ବାଇର ‘ଫୁଡ୍‌ ଆର୍ମୀ’ ନାମକ ଏକ ସଂସ୍ଥା ଏ ଦିଗରେ ଅନେକ କାର୍ଯ୍ୟ କରୁଛି । ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ କରିବା ପାଇଁ ସେମାନେ ଏକ […]
Read More...

Advertisement