fm university news
ଓଡ଼ିଶା 

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭୁବନେଶ୍ୱର: ଜୁଲାଇ ୨୨: ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକିରମୋହନ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶା ୟୁନିଭର୍ସିଟି ସଂଶୋଧନ ଅଧିନିୟମ ୨୦୨୦ର ସବ୍‌ ସେକ୍ସନ୍‌ (୭) ଓ ସବ୍‌ ସେକ୍ସନ୍‌ (୧) ଅଧିନରେ ପ୍ରଫେସର ସନ୍ତୋଷଙ୍କୁ ନିଯୁକ୍ତି କରିଛନ୍ତି । ସେ ଏହି ପଦବୀରେ ଚାରି ବର୍ଷ ପାଇଁ ରହିବେ । ଏହାପୂର୍ବରୁ ପ୍ରଫେସର ସନ୍ତୋଷ ଉତ୍କଳ ବିଶ୍ୱବିଦ୍ୟାଳୟର ପର୍ଶନଲ୍‌ ମ୍ୟାନେଜମେଣ୍ଟ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍‌ର […]
Read More...

Advertisement