flood news
ଓଡ଼ିଶା 

କାଳବେଶାଖୀ ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କାଳବେଶାଖୀ ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଭୁବନେଶ୍ୱର: ସେପ୍‌ଟେମ୍ବର ୨୪ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ପୁରୀ, ଖୋର୍ଧା, ନୟାଗଡ଼, କଟକ ଓ ସୁନ୍ଦରଗଡ଼ ଆଦି ରହିଛି । ସେହିପରି ସେପେଫମ୍ବର ୨୫ରୁ ୨୬ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, […]
Read More...
ଓଡ଼ିଶା 

ହୀରାକୁଦ ପଟୁ ବନ୍ୟା ବିପଦ ଟଳିଛି : ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ

ହୀରାକୁଦ ପଟୁ ବନ୍ୟା ବିପଦ ଟଳିଛି : ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ ଭୁବନେଶ୍ୱର: ସେପ୍‌ଟେମ୍ବର ୨୩ : ଆସନ୍ନ ବନ୍ୟାକୁ ଆଖି ଆଗରେ ରଖି ହୀରାକୁଦର ଗେଟ ଗୁଡ଼ିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଞ୍ଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ୍‌ ଖୋଲୁଛନ୍ତି ଏବଂ ବନ୍ଦ କରୁଛନ୍ତି । କେବେ ବି ୩ ରୁ ୪ ଘଣ୍ଟା ଭିତରେ ଗେଟ୍‌ ଖୋଲା ଯାଇ ବନ୍ଦ କରାଯାଉନି । ହୀରାକୁଦ ସ୍ଥିତି ବର୍ତ୍ତମାନ ଠିକ ଅଛି । ଉପର ମୁଣ୍ଡରେ ଏବେ ବର୍ଷା ନାହିଁ, କି;ୁ ପୂର୍ବାନୁମାନ ହୋଇଛି, […]
Read More...
ଦେଶ- ବିଦେଶ 

ମହାରାଷ୍ଟ୍ରରେ ପ୍ରବଳ ବନ୍ୟା

ମହାରାଷ୍ଟ୍ରରେ ପ୍ରବଳ ବନ୍ୟା ଦିଲ୍ଲୀ: ଜୁଲାଇ ୨୪: ମହାରାଷ୍ଟ୍ରରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ବହୁ ଧନ ଜୀବନ ହାନି ହୋଇଛି । ଗତ କାଲି ରାଇଗଡ଼ ଜିଲ୍ଲାର ତାଲିଆ ଗ୍ରାମରେ ମହାଡ଼ ତାଲୁକାଠାରେ ଭୂÕଳନ ଘଟିଥିଲା । ଆଜି ସେହିସବୁ କ୍ଷତିଗ୍ରସ୍ତ ସ୍ଥାନକୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅନ୍ୟପକ୍ଷେ ବନ୍ୟାରେ ମୃତଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୫ ଲକ୍ଷ ଟଙ୍କା ଦେବା ସହ ଆହତମାନଙ୍କୁ […]
Read More...

Advertisement