flood in mexico
ବିଶ୍ବ 

ମେକ୍ସିକୋରେ ଭୂକମ୍ପ: ସୁନାମୀର ଆଶଙ୍କା

ମେକ୍ସିକୋରେ ଭୂକମ୍ପ: ସୁନାମୀର ଆଶଙ୍କା ମେକ୍ସିକୋ: ସେପ୍‌ଟେମ୍ବର ୮: ଉତ୍ତର ଆମେରିକାର ଦେଶ ମେକ୍ସିକୋର ଦକ୍ଷିଣ ଅଞ୍ଚଳରେ ଆଜି ସକାଳ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୯ ରହିଥିଲା । ପରେ ନ୍ୟାସ୍‌ନଲ ସିସ୍‌ମେଲୋଜିକ୍‌ ସର୍ଭେ (ରାଷ୍ଟ୍ରିୟ ଭୂକମ୍ପ ସେବା)ରେ ଜଣାପଡ଼ିଛିଯେ, ମେକ୍ସିକୋର ପ୍ରଶା; ସାଗର ତଟ ନିକଟସ୍ଥ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଡାଟା ସଂଗ୍ରହ କରାଯାଇଛି । ତେବେ ଏତେ ଅଧିକା ତୀବ୍ରତା ହେତୁ ମେକ୍ସିକୋ ସିଟିର ଅନେକ ଅଟ୍ଟାଳିକା ଥରି […]
Read More...

Advertisement