flood in india
ଓଡ଼ିଶା 

‘ଗୁଲାବ’ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି କରିନାହିଁ: ଏସ୍‌ଆରସି

‘ଗୁଲାବ’ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି କରିନାହିଁ: ଏସ୍‌ଆରସି ଭୁବନେଶ୍ୱର: ସେପ୍‌ଟେମ୍ବର ୨୭: ‘ବାତ୍ୟା ‘ଗୁଲାବ’ ରାଜ୍ୟରେ ବିଶେଷ ପ୍ରଭାବ ପକାଇନାହିଁ । ଏହା ପ୍ରଭାବରେ ସେତେ କ୍ଷୟକ୍ଷତି ହୋଇନାହିଁ ।’ ସାମ୍ବାଦିକ ସମ୍ମିଳନୀରେ ସ୍‌୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାତ୍ୟା ‘ଗୁଲାବ’ ଆଉ କମ ସମୟ ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ୪ଘଣ୍ଟା ମଧ୍ୟରେ ଏହା ପ୍ରଭାବ ଓଡ଼ିଶା ଉପରେ କମି ଯିବ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ […]
Read More...
ଦେଶ- ବିଦେଶ 

ବିହାରରେ ବନ୍ୟା, ୧୬ଟି ଜିଲ୍ଳାରେ ପାଣି, ୩୪ ଲକ୍ଷ ଲୋକ ପ୍ରଭାବିତ

ବିହାରରେ ବନ୍ୟା, ୧୬ଟି ଜିଲ୍ଳାରେ ପାଣି, ୩୪ ଲକ୍ଷ ଲୋକ ପ୍ରଭାବିତ ଭୁବନେଶ୍ୱର: ଅଗଷ୍ଟ ୧୮: ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଉଠିଛି । ଗଙ୍ଗା ଓ ବୁଢ଼ା ଗଣ୍ଡକ ନଦୀର ପାଣି ଫୁଲି ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ପଶିଯାଇଛି । ଫଳରେ ରାଜ୍ୟର ୩୪ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଚାଷ ଜମି ଓ କଦଳୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ବିହାର ବୈଶାଳୀ, ମୁଙ୍ଗେର, ଭୋଜପୁର, କଟିହାର, ପୂର୍ଣ୍ଣିୟା ଆଦି ଜିଲ୍ଲାରେ ବିଶେଷ କ୍ଷତି ଘଟିଛି […]
Read More...

Advertisement