Flight Operation
ଓଡ଼ିଶା 

କରୋନା ସଂକ୍ରମଣ ମୁକାବିଲା; ଜୁଲାଇ ୧୫ ଯାଏ ଉଡ଼ିବନି ଅନ୍ତର୍ଜାତୀୟ ବିମାନ

କରୋନା ସଂକ୍ରମଣ ମୁକାବିଲା; ଜୁଲାଇ ୧୫ ଯାଏ ଉଡ଼ିବନି ଅନ୍ତର୍ଜାତୀୟ ବିମାନ ଭୁବନେଶ୍ୱର : ଜୁନ ୨୬ :ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଲାଗିଲା ରୋକ । ଏବେ ନିୟମିତ ଭାବେ ବିଦେଶକୁ ଉଡ଼ିବନି ବିମାନ । ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ ରଖିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ନିଷ୍ପତ୍ତି ନେଇଛି । ଦେଶରେ କରୋନା ସଂକ୍ରମଣ ବଢ଼ୁଛିି । ଜୁଲାଇ ମାସରେ ଏହା ରେକର୍ଡ ସଂଖ୍ୟକ ବୃଦ୍ଧି ପାଇପାରେ । ତେଣୁ ଜୁଲାଇ ୧୫ ପର୍ଯ୍ୟନ୍ତ କୌଣସି ଆନ୍ତର୍ଜାତିକ ବିମାନ […]
Read More...

Advertisement