Five Districts
ଓଡ଼ିଶା 

ନକ୍ସଲ ପ୍ରଭାବିତ ତାଲିକାରୁ ୫ ଜିଲ୍ଲା ବାଦ

ନକ୍ସଲ ପ୍ରଭାବିତ ତାଲିକାରୁ ୫ ଜିଲ୍ଲା ବାଦ ଭୁବନେଶ୍ୱର : ଜୁଲାଇ ୧୧: ନକ୍ସଲ ପ୍ରଭାବିତ ତାଲିକାରୁ ୫ ଜିଲ୍ଲାକୁ ବାଦ ଦିଆଯାଇଛି । ନକ୍ସଲ ପ୍ରଭାବିତ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ(ଏସଆରଇ) ଯୋଜନାରୁ ନୟାଗଡ଼, ଅନୁଗୁଳ, ବୌଦ୍ଧ, ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲା ବାଦ ପଡ଼ିଥିବା ପୋଲିସି ଡିଜି ଅଭୟ କହିଛନ୍ତି । ଡିଜି ଅଭୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହାକୁ ଅନୁମୋଦନ ଦେଇଛନ୍ତି । ନକ୍ସଲମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ୨୦୧୯ରେ ମୋଟ୍‌ ୧୩ ଜଣ ଆତ୍ମସମର୍ପଣ […]
Read More...

Advertisement