fitur romantic track out
ମନୋରଞ୍ଜନ 

ରିଲିଜ ହେଲା ସମଶେରାର ରୋମାଣ୍ଟିକ୍‌ ଟ୍ରାକ୍‌ ଫିତୁର

ରିଲିଜ ହେଲା ସମଶେରାର ରୋମାଣ୍ଟିକ୍‌ ଟ୍ରାକ୍‌ ଫିତୁର ମୁମ୍ବାଇ: ଜୁଲାଇ ୦୮: ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ରଣବୀର କପୁର । ଦୀର୍ଘ ସମୟ ପରେ ସେ ହିନ୍ଦୀ ଫିଲ୍ମ ଶମଶେରାରେ ଦେଖିବାକୁ ମିଳିବେ । ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଗୁଜବ ସୃଷ୍ଟି ହୋଇଆସୁଛି । ରଣବୀରଙ୍କ ସହ ଫିଲ୍ମରେ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ନିର୍ମାତାମାନେ ମଧ୍ୟ ଉଭୟ ଷ୍ଟାରଙ୍କ ଫଟୋ ପ୍ରତିଦିନ ସେୟାର କରିଥାନ୍ତି । ବର୍ତ୍ତମାନ ରଣବୀରଙ୍କ ନୂଆ ଗୀତ ରିଲିଜ […]
Read More...

Advertisement