fit news
ଜୀବନଚର୍ଯ୍ୟା  ସ୍ୱାସ୍ଥ 

କାଶ ହେଉଥିଲେ, ଦୂରାନ୍ତୁ ଏସବୁ ଖାଦ୍ୟ

କାଶ ହେଉଥିଲେ, ଦୂରାନ୍ତୁ ଏସବୁ ଖାଦ୍ୟ ଭୁବନେଶ୍ୱର:ଅଗଷ୍ଟ ୨୦: ମୌସୁମୀରେ ଜୀବାଣୁ ଜନିତ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । ବିଶେଷକରି ଥଣ୍ଡା, କାଶ, ମୁଣ୍ଡ ବିନ୍ଧା, ଶରୀର ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ଥଣ୍ଡା ଜ୍ୱର ସହ କାଶ ହେଲେ, ଔଷଧ ସେବନ ଦ୍ୱାରା ଯଦିଓ ଜ୍ୱର କମିଯାଏ କିନ୍ତୁ କାଶ ପ୍ରାୟତଃ ତୁରନ୍ତ କମିନଥାଏ, ବହୁ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହି ପରିସ୍ଥିତିରେ କାଶର ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତରମାନେ କିଛି […]
Read More...

Advertisement