Firing in Khorda
ଓଡ଼ିଶା 

ପହିଲି ରଜରେ ଅଘଟଣ: ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି , ଜଣେ ମୃତ

ପହିଲି ରଜରେ ଅଘଟଣ: ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି , ଜଣେ ମୃତ ଖୋର୍ଦ୍ଧା,୧୪ା୬(ସ.ବ୍ୟୁ): କରୋନା ସଂକ୍ରମଣକୁ ଆୟତ କରିବା ଲାଗି କୋଭିଡ -୧୯ ନିୟମ ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏହି ସମୟରେ, ରବିବାର ସକାଳେ ହଠାତ ଗୁଳି ଫୁଟିବା ଘଟଣା ଚାଚଂଲ୍ୟ ଖେଳାଇ ଦେଇଛି ସମଗ୍ର ଜିଲ୍ଲାରେ। ଖୋର୍ଦ୍ଧା ଜିଲ୍ଲା ପୋଲିସ ଅଧିନ ସଦର ଥାନା ଅନ୍ତର୍ଗତ ଦଧିମାଛ ଗାଡିଆ ଗ୍ରାମର ବଡ ଶବର ସାହିରେ ଏହିଭଳି ଏକ ଅଭାବନିୟ ଘଟଣା ଘଟିଛି । ଦୁର୍ବୁତ ମାନେ […]
Read More...

Advertisement