fire from e-bike showroom
ଦେଶ- ବିଦେଶ 

ଇଲେକ୍ଟ୍ରିକ ବାଇକ ସୋ ରୁମରେ ଭୟାବହ ଅଗ୍ନିକାଣ୍ଡ ,୮ ମୃତ ଅନେକ ଆହତ

ଇଲେକ୍ଟ୍ରିକ ବାଇକ ସୋ ରୁମରେ ଭୟାବହ ଅଗ୍ନିକାଣ୍ଡ ,୮ ମୃତ ଅନେକ ଆହତ ଇଲେକ୍ଟ୍ରିକ ବାଇକ ସୋରୁମରେ ଭୟାବହ ଅଗ୍ନିକାଣ୍ଡ I ସୋମବାର ବିଳମ୍ବିତ ରାତିରେ ତେଲେଙ୍ଗାନାର ସିକନ୍ଦରାବାଦରେ ଥିବା ଏକ ଇଲେକ୍ଟ୍ରିକ ବାଇକ ଶୋରୁମ ରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି I ତେବେ ରାତିରେ ଇଲେକ୍ଟ୍ରିକ ବାଇକ ଗୁଡିକୁ ଚାର୍ଜଙ୍ଗ ସମୟରେ ହଠାତ ବ୍ୟାଟେରୀ ବିସ୍ଫୋରଣ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣIପଡିଛି I ହାଇଦ୍ରାବାଦ ନର୍ଥ ଜୋନ୍ ଡିସିପିଙ୍କ କହିବାନୁସାରେ, ସିକନ୍ଦରାବାଦ ପାସପୋର୍ଟ ଅଫିସ […]
Read More...

Advertisement