fema
ଦେଶ- ବିଦେଶ 

‘ଫ୍ଲିପ୍‌କାର୍ଟ’କୁ ନୋଟିସ୍‌ ପଠାଇଲା ଇଡି

‘ଫ୍ଲିପ୍‌କାର୍ଟ’କୁ ନୋଟିସ୍‌ ପଠାଇଲା ଇଡି ଭୁବନେଶ୍ୱର: ଅଗଷ୍ଟ ୫: ବୈଦେଶିକ ମୁଦ୍ରା ଉଲଘଂନ ଓ ଭାରତୀୟ ଆଇନ୍‌କୁ ନମାନିବା ମାମଲାରେ ଇଡି(ଏନ୍‌ଫୋର୍ସମେଣ୍ଟ ଡାଇରୋକେଫାରେଟ୍‌) ଫ୍ଲିଫ୍‌କାର୍ଟର ପ୍ରତିଷ୍ଠାତାଙ୍କ ସମେତ ଅନ୍ୟ ୯ଜଣଙ୍କୁ ଆଜି ନୋଟିସ୍‌ ପଠାଇଛି । ତେବେ କେଉଁ ବ୍ୟକ୍ତିଙ୍କ ନିକଟକୁ ନୋଟିସ୍‌ ପଠାଯାଇଛି ତାହାର ସବିଶେଷ ତଥ୍ୟ ପ୍ରକାଶ ପାଇନି । ଆର୍‌ବିଆଇ ଏହି ପ୍ରସଙ୍ଗ ଉଠାଇବା ପରେ ଇଡି ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲା । ସୂଚନା ଅନୁସାରେ, ୱାଲମାର୍ଟ ଅଧିନରେ ଥିବା ଫ୍ଲିପ୍‌କାର୍ଟ ବିଦେଶୀ ପୁଞ୍ଜି ବିନିଯୋଗ ଆଇନ୍‌ […]
Read More...

Advertisement