ବିଶ୍ୱ ସାଣ୍ଡଓ୍ୱିଚ୍ ଦିବସ
ପ୍ରତିବର୍ଷ ନଭେମ୍ବର ୩ରେ ସାରାବିଶ୍ୱରେ ପାଳିତ ହୋଇଥାଏ ବିଶ୍ୱ ସାଣ୍ଡଓ୍ୱିଚ୍ ଦିବସ । ଏହାକୁ ଜନ୍ ମୋଣ୍ଟାଗୁଙ୍କୁ ସମ୍ମାନ ଦେବାପାଇଁ ପାଳିତ ହୋଇଥାଏ ଯିଏ ୧୮ତମ ଶତାବ୍ଦୀରେ ସାଣ୍ଡଓ୍ୱିଚ୍କୁ ସାରା ବିଶ୍ୱରେ ପରିଚିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ପ୍ରଥମେ ଏହାକୁ ଅଧିକ ସମୟ ଧରି ଖେଳାଯାଉଥିବା ଖେଳ ସମୟରେ ଖାଇବା ପାଇଁ ପ୍ରସ୍ତୁତ କରାଯାଉଥିଲା । ହେଲେ ପରେ ଏହା ଲୋକଙ୍କ ଭିତରେ ଖୁବ ପରିଚିତ ହେବାରେ ଲାଗିଥିଲା । ଲୋକମାନେ ଏହାର ସ୍ୱାଦକୁ […]
ପ୍ରତିବର୍ଷ ନଭେମ୍ବର ୩ରେ ସାରାବିଶ୍ୱରେ ପାଳିତ ହୋଇଥାଏ ବିଶ୍ୱ ସାଣ୍ଡଓ୍ୱିଚ୍ ଦିବସ । ଏହାକୁ ଜନ୍ ମୋଣ୍ଟାଗୁଙ୍କୁ ସମ୍ମାନ ଦେବାପାଇଁ ପାଳିତ ହୋଇଥାଏ ଯିଏ ୧୮ତମ ଶତାବ୍ଦୀରେ ସାଣ୍ଡଓ୍ୱିଚ୍କୁ ସାରା ବିଶ୍ୱରେ ପରିଚିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ପ୍ରଥମେ ଏହାକୁ ଅଧିକ ସମୟ ଧରି ଖେଳାଯାଉଥିବା ଖେଳ ସମୟରେ ଖାଇବା ପାଇଁ ପ୍ରସ୍ତୁତ କରାଯାଉଥିଲା । ହେଲେ ପରେ ଏହା ଲୋକଙ୍କ ଭିତରେ ଖୁବ ପରିଚିତ ହେବାରେ ଲାଗିଥିଲା । ଲୋକମାନେ ଏହାର ସ୍ୱାଦକୁ ପସନ୍ଦ କରିବା ଆରମ୍ଭ କରିଥିଲେ । ଏହି ଦିନ ବିଭିନ୍ନ ସ୍ଥାନରେ ସାଣ୍ଡଓ୍ୱିଚ ଖାଇବାକୁ ଭଲପାଉଥିବା ଲୋକମାନେ ଏହାକୁ ପାଳନ କରୁଥିବାର ଦେଖିବାକୁ ମିଳେ । ସେମାନେ ଏକାଠି ହୋଇ ବିଭିନ୍ନ ପ୍ରକାରର ସାଣ୍ଡଓ୍ୱିଚ ଖାଇ ଏହି ଦିନଟିକୁ ସେଲିବ୍ରେଟ କରନ୍ତି । ଧୀରେଧୀରେ ସାଣ୍ଡଓ୍ୱିଚ ବର୍ତ୍ତମାନ ସାରା ବିଶ୍ୱରେ ସମସ୍ତଙ୍କ ପସନ୍ଦ ପାଲଟିଛି ।




