ବିରଳ ଗଛ

ହିନ୍ଦ ମହାସାଗରଠାରୁ ୩୫୦ କିମି ଦୂରରେ ରହିଛି ଆଇଲାଣ୍ଡ ସୋକୋଟ୍ରା ଆଇଲାଣ୍ଡ ଗ୍ରୁପ । ଏହି ଆଇଲାଣ୍ଡକୁ ଏଲିଏନ ମାନଙ୍କର ଘର ବୋଲି ସମ୍ବୋଧନ କରାଯାଇଥାଏ । ତେବେ ଏହି ନାଁ ପଛରେ ରହିଛି ଏଠାରେ ଥିବା ଅଜବ ପ୍ରକାରର ପ୍ରାଣୀ ଓ ଉଦ୍ଭୁିଦ । ଏହି ଆଇଲାଣ୍ଡ ପ୍ରାଚୀନ ଗୋଣ୍ଡଓ୍ୱାନା ମହାଦ୍ୱୀପର ଏକ ଅଂଶ, ଯାହା ଲକ୍ଷଲକ୍ଷ ବର୍ଷ ପୂର୍ବରୁ ଅଲଗା ହୋଇଯାଇଛି । ୨୦୦୮ରେ ଏହାକୁୟୁନେସ୍କୋ ଓ୍ୱାଲïର୍ ହେରିଟେଜ ତାଲିକାରେ ସାମିଲ କରିଛି । […]

ବିରଳ ଗଛ
Samaya Live Picture
Published On

ହିନ୍ଦ ମହାସାଗରଠାରୁ ୩୫୦ କିମି ଦୂରରେ ରହିଛି ଆଇଲାଣ୍ଡ ସୋକୋଟ୍ରା ଆଇଲାଣ୍ଡ ଗ୍ରୁପ । ଏହି ଆଇଲାଣ୍ଡକୁ ଏଲିଏନ ମାନଙ୍କର ଘର ବୋଲି ସମ୍ବୋଧନ କରାଯାଇଥାଏ । ତେବେ ଏହି ନାଁ ପଛରେ ରହିଛି ଏଠାରେ ଥିବା ଅଜବ ପ୍ରକାରର ପ୍ରାଣୀ ଓ ଉଦ୍ଭୁିଦ । ଏହି ଆଇଲାଣ୍ଡ ପ୍ରାଚୀନ ଗୋଣ୍ଡଓ୍ୱାନା ମହାଦ୍ୱୀପର ଏକ ଅଂଶ, ଯାହା ଲକ୍ଷଲକ୍ଷ ବର୍ଷ ପୂର୍ବରୁ ଅଲଗା ହୋଇଯାଇଛି । ୨୦୦୮ରେ ଏହାକୁୟୁନେସ୍କୋ ଓ୍ୱାଲïର୍ ହେରିଟେଜ ତାଲିକାରେ ସାମିଲ କରିଛି । ଏହି ଆଇଲାଣ୍ଡରେ ଡ୍ରାଗନ ବ୍ଲଡ ଟ୍ରି ନାମକ ଏକ ଗଛ ରହିଛି । ଯାହାର ଛାଲ କାଟିବାରୁ ଏଥିରୁ ଗାଢ ଲାଲରଙ୍ଗର ରସ ବାହାରୁଛି, ଯାହା ଅବିକଳ ରକ୍ତ ଭଳି । ଏହାର ବ୍ୟବହାର ପୂର୍ବ କାଳରେ ଔଷଧ ପାଇଁ କରାଯାଉଥିଲା ବୋଲି ସୂଚନା ରହିଛି । ସେହିଭଳି ଏହି ଆଇଲାଣ୍ଡରେ ଅନ୍ୟ ବିଭିନ୍ନ ପ୍ରକାରର ବିରଳ ପ୍ରଜାତିର ଉଦ୍ଭୁିଦ ଓ ଜୀବ ସାମିଲ ଅଛନ୍ତି । ୨୨୫ ପ୍ରଜାତିର ପକ୍ଷୀ ଏହି ଆଇଲାଣ୍ଡରେ ରହିଥାଆନ୍ତି, ଯେଉଁମାନେ ଏହାକୁ ବିରଳ କରିଥାଆନ୍ତି ।

Tags: