ନିଆରା ପରମ୍ପରା

ନିଆରା ପରମ୍ପରା
Ipsita Picture
By: Ipsita


ସାଧାରଣତଃ ବିବାହରେ ଝିଅମାନେ ବାହାଘର ସରିବା ପରେ ବର ଘରକୁ ବିଦା ହୋଇଥାଆନ୍ତି । ହେଲେ ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଥାଏ ନିଆରା ପରମ୍ପରା । ଏଠାରେ ବିବାହ ସମୟରେ କନ୍ୟା ନୁହେଁ ବରଂ ବର ବିଦା ହୋଇଥାଏ । ସୋସିଆଲ ମିଡିଆରେ ଏଭଳି ନିଆରା ବିବାହର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପରମ୍ପରାକୁ ଏଠାରେ ଦାମ - ଦୁମ- କିମ୍ବା ଦାମ ଚେଲିସ ନାଁରେ ଜଣାଯାଇଥାଏ । ଏହି ପରମ୍ପରା ଅନୁସାରେ ବରଙ୍କୁ ଘରଜ୍ୱାଇଁ ହେବାକୁ ପଡିଥାଏ । ଏହା ଏକପ୍ରକାର ସମ୍ପ୍ରଦାୟର ପରମ୍ପରା ଭାବେ ପାଳନ ହୋଇଥାଏ । ଏହି ପରମ୍ପରା ଅନୁସାରେ ଝିଅକୁ ଜ୍ୱାଇଁ ସହିତ ନିଜ ଘର ସମ୍ଭାଳିବାକୁ ରଖାଯାଇଥାଏ ।

ସମ୍ବନ୍ଧିତ ଖବର ନିଆରା ଖେଳ

Tags: