ହାତକଡି ଲଗାଇ ପହଁରା

ହାତକଡି ଲଗାଇ ପହଁରା
Ipsita Picture
By: Ipsita


ବର୍ତ୍ତମାନ ଜଣେ ଯୁବକ ଖୁବ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କର ନିଆରା କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ଉକ୍ତ ଯୁବକ ଜଣଙ୍କ ହାତକଡି ଲଗାଇ ୪୬ କିମି ପାଣିରେ ପହଁରିଛନ୍ତି । ଯୁବକ ଜଣଙ୍କ ହେଲେ ୪୯ ବର୍ଷୀୟ ମାଇକେଲ ମୋରୋ ଯିଏ ନିଜ ନାଁକୁ ଓ୍ୱାଲïର୍ ରେକର୍ଡରେ ସାମିଲ କରିଛନ୍ତି । ଏହି ଉପଲବ୍ଧି ପାଇଁ ତାଙ୍କୁ ଦୁଇଦୁଇଟି ରେକର୍ଡରେ ସ୍ଥାନ ମିଳିଛି । ଏହି ପ୍ରତିଯୋଗିତାଟି ବେଶ ସ୍ୱତନ୍ତ୍ର ସହିତ ଖୁବ କଷ୍ଟକର ଥିଲା । ସେ ଏହି ଯାତ୍ରା ପୂରା କରିବାକୁ ୧୦ ଘଣ୍ଟାର ସମୟ ନେଇଛନ୍ତି । ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଛି ।

Read More ଶୀତଦିନେ ରୁମ ହିଟର ବ୍ୟବହାର

Tags: