ଚିକିତ୍ସା ବିଜ୍ଞାନର ଚମତ୍କାରିତା

ଚିକିତ୍ସା ବିଜ୍ଞାନର ଚମତ୍କାରିତା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲୋକ ହାତ ହଲାଇଲେ ରହୁଛି ଟ୍ରେନ

ଆଜିକାଲି ଚିକିତ୍ସା ବିଜ୍ଞାନ ଅନେକ ଆଗକୁ ବଢିଲାଣି ବିଭିନ୍ନ ବିରଳ ସମସ୍ୟାର ସମାଧାନ ବର୍ତ୍ତମାନ ଭାରତରେ ସମ୍ଭବ ହୋଇପାରୁଛି । ଏହି ତାଲିକାରେ ଯୋଡିହୋଇଛି ଏକ ବିରଳ ଚିକିତ୍ସା ଫେସ ଟ୍ରାନ୍ସପ୍ଲାଣ୍ଟ ବା ମୁହଁ ପ୍ରତିରୋପଣ ସାମିଲ ହୋଇଛି । ଦିଲ୍ଲୀ ଏମ୍ସରେ ଏହି ଚିକିତ୍ସା କରାଯିବାପାଇଁ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସୁବିଧା କାରଣରୁ ଏସିଡ ଆଟାକ କିମ୍ବା ଅନ୍ୟ କାରଣରୁ ଯେଉଁମାନଙ୍କର ଚେହେରା ନଷ୍ଟ ହୋଇଯାଉଛି ସେମାନଙ୍କ ପାଇଁ ଏହା ବରଦାନ ପାଲଟିଛି । ସମସ୍ତେ ଏହାକୁ ବ୍ୟବହାର କରି ଏକ ନୂଆ ଜୀବନ ପାଇବେ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି । ସୋସିଆଲ ମିଡିଆରେ ଏହାର ଖୁବ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ଏନେଇ ଡାକ୍ତରମାନଙ୍କୁ ମଧ୍ୟ ବିଶେଷ ଟ୍ରେନିଂ ଦିଆଯାଇଥିବାନେଇ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର ସ୍ମାର୍ଟ ଫାବ୍ରିକ

Tags: