ଠିକ୍‌ ହୋଇନଥିଲା ସ୍ଥାନ

ଠିକ୍‌ ହୋଇନଥିଲା ସ୍ଥାନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅପରିଷ୍କାର ଗା଼ଡି ଚଲାଇଲେ ଜରିମାନା

ପ୍ରଥମ ପ୍ୟାରେଡ୍ଦିଲ୍ଲୀର ପ୍ରମୁଖ ସ୍ଥାନ ଦେଇ ନ୍ୟାସନାଲ ଷ୍ଟାଡିୟମରେ ପହଞ୍ଚିଥିଲା । ତେବେ କିଛି ବର୍ଷ ପର୍ଯ୍ୟନ୍ତ ପ୍ୟାରେଡ୍ର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ କି ନିର୍ଦ୍ଧିଷ୍ଟ ମାର୍ଗ ନିର୍ଦ୍ଧାରଣ ହୋଇନଥିଲା । ୧୯୫୦ ରୁ ୧୯୫୪ ପର୍ଯ୍ୟନ୍ତ ପ୍ୟାରେଡ୍ଇରାବିନ୍ଷ୍ଟାଡିୟମ, ରାଜପଥ, ଲାଲ୍କିଲା, ରାମଲୀଲା ମୈଦାନ୍ରେ ହୋଇଥାଏ । ୧୯୫୫ରେ ନିଷ୍ପତ୍ତି ନିଆଯାଇଥିଲା କି ଗଣତନ୍ତ୍ର ଦିବସ ପ୍ୟାରେଡ୍ରାଜପଥରୁ ବାହାରି ଲାଲ୍କିଲ୍ଲା ପର୍ଯ୍ୟନ୍ତ ଯିବ ।

ସମ୍ବନ୍ଧିତ ଖବର ଜାତୀୟ କନ୍ୟା ସନ୍ତାନ ଦିବସ

ଇଣ୍ଡୋନେସିଆ ରାଷ୍ଟ୍ରପତି ମୁଖ୍ୟ ଅତିଥି

ସମ୍ବନ୍ଧିତ ଖବର ସାଧାରଣତନ୍ତ୍ର ପ୍ୟାରେଡ୍

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କୁ ଡକାଯିବାର ପରମ୍ପରା ପ୍ରଥମ ପ୍ୟାରେଡ୍ରୁ ଥିଲା । ଭାରତ ସରକାର ସେବେ ଠାରୁ ଅତିଥି ଭାବେ କୌଣସି ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥାଏ । ୧୯୫୦ରେ ହୋଇଥିବା ପ୍ରଥମ ପ୍ୟାରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଡ. ସୁକର୍ଣ୍ଣୋ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଯେଉଁଧାରା ଆଜି ବି ବଜାୟ ରହିଛି ।

Tags:

Related Posts

ରୋବଟ ଘୋଡା

ରୋବଟ ଘୋଡା

ଡର ଚିହ୍ନୁଛି ଘୋଡା

ଡର ଚିହ୍ନୁଛି ଘୋଡା

ବୋକା ସିଂହ

ବୋକା ସିଂହ

ସ୍ଲିପ ସପିଂ

ସ୍ଲିପ ସପିଂ