ଟ୍ରେନରେ ମନ୍ଦିର
By: Ipsita
ସମ୍ବନ୍ଧିତ ଖବର ଫ୍ରୋଜନ ମଟର
ବିହାରରେ ଚାଲୁଥିବା ଏକ ଟ୍ରେନରେ ମନ୍ଦିରର ନିର୍ମାଣ କରାଯାଇଛି, ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏଠାରେ ଚାଲୁଥିବା ଭାରତ ଗୌରବ ଟୁରିଷ୍ଟ ଟ୍ରେନର ସ୍ଲିପର କୋଚରେ ପ୍ରଭୁ ଗଣେଶଙ୍କର ମନ୍ଦିର ନିର୍ମାଣ କରାଯାଇଛି । ଏଠାରେ ପ୍ରତି ସମୟରେ ଶ୍ରଦ୍ଧାଳୁମାନେ ପୂଜା କରିବା ସହ ଭଜନ ଆରତୀ ଗାଉଥିବାର ଦେଖିବାକୁ ମିଳେ । ଏହି ଟ୍ରେନ ସହାୟତାରେ ଶ୍ରଦ୍ଧାଳୁମାନେ ଦକ୍ଷଣ ଭାରତର ସମସ୍ତ ଧାମ ଯାତ୍ରା କରିଥାଆନ୍ତି । ଏଠାରେ ଟ୍ରେନର ଗୋଟିଏ ଅପର ବର୍ଥରେ ବିଧି ବିଧାନ ଅନୁସାରେ ଗଣେଶଙ୍କୁ ସ୍ଥାପନା କରାଯାଇ ପୂଜା କରଯାଉଛି । ଏହାର ଉଦ୍ଦେଶ୍ୟ ଯାତ୍ରୀମାନେ ଶ୍ରଦ୍ଧାର ସହିତ କିଭଳି ଏହି ଯାତ୍ରା ସପୂର୍ଣ୍ଣ କରିପାରିବେ, ତେଣୁ ଟ୍ରେନର ନିର୍ମାଣ କରାଯାଇଛି ।
ସମ୍ବନ୍ଧିତ ଖବର ସୁନାର ରାସ୍ତା
Tags:



