ଲୁହ ବିକ୍ରି କରୁଛନ୍ତି ମହିଳା
By: Ipsita
ଆମେରିକାର ଜଣେ ମହିଳା ବର୍ତ୍ତମାନ ଏକ ସ୍ୱତନ୍ତ୍ର ପ୍ରକାରର ବ୍ୟବସାୟ ଆରମ୍ଭ କରିଛନ୍ତି । ସେ ଲୁହ ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସେ ନିଜ ଲୁହକୁ ଏକ ଛୋଟ ବୋତଲରେ ରଖିଥାଆନ୍ତି । ଏହି ପ୍ରତିଟି ବୋତଲକୁ ୫୦୦ ପାଉଣ୍ଡ ବା ୫୨ ହଜାର ଟଙ୍କାରେ ବିକ୍ରି କରିଥାଆନ୍ତି । ତାଙ୍କ ମତରେ ଡିସେମ୍ବର ମାସରେ ସେ ସବୁଠାରୁ ଅଧିକ ଲୁହ ସଞ୍ଚୟ କରିଥାଆନ୍ତି । ତେବେ ଲୋକମାନେ ତାଙ୍କ ଲୁହ କଣ ପାଇଁ କିଣନ୍ତି ସେ ନେଇ କିଛି ସୂଚନା ନାହିଁ । କିନ୍ତୁ ଏହି ବ୍ୟବସାୟକୁ ମହିଳା ଜଣଙ୍କ ବଢାଇବାକୁ ଚାହୁଁଥିବା ଜଣା ପଡିଛି । ଏହି ଅର୍ଥରେ ସେ ଏକ ଭଲ ଜୀବନ ବଞ୍ଚୁଛନ୍ତି ।
Read More ତିଆରି କରିଥିଲେ ନିଜର ସେନା
Tags:


