ସାଧାରଣତନ୍ତ୍ର ପ୍ୟାରେଡ୍

ସାଧାରଣତନ୍ତ୍ର ପ୍ୟାରେଡ୍
Ipsita Picture
By: Ipsita
Published On

‌

ସାଧାରଣତନ୍ତ୍ର ଦିବସରେ ସବୁଠାରୁ ଆକର୍ଷଣୀୟ ହୋଇଥାଏ ଏହି ଦିନ ପ୍ରଦର୍ଶିତ ହେଉଥିବା ପ୍ୟାରେଡ୍‌ । ପ୍ରତିବର୍ଷ କର୍ତ୍ତବ୍ୟପଥରେ ଏହିଦିନ ପ୍ରସ୍ତୁତ ହୋଇଥାଏ ଆକର୍ଷଣୀୟ ପ୍ୟାରେଡ୍‌ । ସାଧାରଣତନ୍ତ୍ର ଦିବସର ଉତ୍ସବ ତିନିଦିନ ଧରି ପାଳନ ହୋଇଥାଏ । ପ୍ରଥମଥର ପାଇଁ ୧୯୫୦ରେ ଏହି ପ୍ୟାରେଡ୍‌ର ଆୟୋଜନ କରାଯାଇଥିଲା । ତେବେ ଏହି ପ୍ୟାରେଡ୍‌ର ଇତିହାସ ମଧ୍ୟ ଖୁବ ରୋଚକ । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ୧୯୫୦ ୨୬ ଜାନୁଆରୀରେ ସମ୍ବାଧାନ ଲାଗୁ ହୋଇଥିଲା ଏବଂ ଭାରତକୁ ଗଣରାଜ୍ୟଭାବେ ଘୋଷଣା କରାଯାଇଥିଲା । ପ୍ରଥମଥର ପାଇଁ ଏହି ବର୍ଷ ଗଣତନ୍ତ୍ର ଦିବସର ପ୍ୟାରେଡ୍‌ ବାହାରିଥିଲା ।

Tags: