କେଉଁ ଦିନ ପାଳନ କରିବେ ରାକ୍ଷୀ ପୂର୍ଣ୍ଣିମା
ସାଧାରଣତ ଆମେ ୧୨ ମାସରେ ୧୩ ପର୍ବ ପାଳନ କରିଥାଉ I କିନ୍ତୁ ଭାଇ ଭଉଣୀ ସମ୍ପର୍କକୁ ନେଇ ନିଆରା ପର୍ବ ହେଉଛି ରାକ୍ଷୀ ବନ୍ଧନ I ଏକ ପବିତ୍ର ବନ୍ଧନର ପ୍ରତୀକ ହେଉଛି ରାକ୍ଷୀ ପୂର୍ଣ୍ଣିମା I ତେବେ ପ୍ରତେକ ବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ I ଏହା ଭାଇ ଓ ଭଉଣୀ ସମ୍ପର୍କକୁ ଏକ ଅତୁଟ ବନ୍ଧନରେ ବାନ୍ଧି ରଖେ I କିନ୍ତୁ ଏଥର […]
ସାଧାରଣତ ଆମେ ୧୨ ମାସରେ ୧୩ ପର୍ବ ପାଳନ କରିଥାଉ I କିନ୍ତୁ ଭାଇ ଭଉଣୀ ସମ୍ପର୍କକୁ ନେଇ ନିଆରା ପର୍ବ ହେଉଛି ରାକ୍ଷୀ ବନ୍ଧନ I ଏକ ପବିତ୍ର ବନ୍ଧନର ପ୍ରତୀକ ହେଉଛି ରାକ୍ଷୀ ପୂର୍ଣ୍ଣିମା I ତେବେ ପ୍ରତେକ ବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ I ଏହା ଭାଇ ଓ ଭଉଣୀ ସମ୍ପର୍କକୁ ଏକ ଅତୁଟ ବନ୍ଧନରେ ବାନ୍ଧି ରଖେ I କିନ୍ତୁ ଏଥର ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଲୋକେ ଦ୍ୱନ୍ଦରେ ରହିଛନ୍ତି I

କେହି କେହି ଅଗଷ୍ଟ ୩୦ କହୁଥିଲା ବେଳେ ଆଉ କେହି ଅଗଷ୍ଟ ୩୧ ବୋଲି କହୁଛନ୍ତି I ତେବେ ଆସନ୍ତୁ ଜାଣିବା କେଉଁ ଦିନ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା Iଆମେ ଜାଣିଛୁ ଭାଦ୍ରବ ମାସରେ କୌଣସି ଶୁଭକାର୍ଯ୍ୟ କରାଯାଏନାହିଁ I ମାତ୍ର ଏଥର ୩୦ ଅଗଷ୍ଟ ପର୍ଯ୍ୟନ୍ତ ଭାଦ୍ରବ ମାସ ରହିଛି I ତେଣୁ ୩୦ ଅଗଷ୍ଟ ରାତି ୯ ଟାରୁ ଆରମ୍ଭ କରି ୩୧ ଅଗଷ୍ଟ ସକାଳ ୭ଟା ୨୩ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାର ସମୟ ରହିଛି I





