କାଚ ବର୍ଷା ହେଉଥିବା ଗ୍ରହ

କାଚ ବର୍ଷା ହେଉଥିବା ଗ୍ରହ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସାଧାରଣତନ୍ତ୍ର ପ୍ୟାରେଡ୍

ନିକଟରେ ନାସାକୁ ଏକ ଗ୍ରହର ସନ୍ଧାନ ମିଳିଛି ଯାହା ଦେଖିବାକୁ ଅବିକଳ ପୃଥିବୀ ଭଳି । ଏହି ଗ୍ରହର ନାଁ ସେମାନେ ରଖିଛନ୍ତି ଏଚଡି ୧୮୯୭୩୩ବି । ତେବେ ଏହି ଗ୍ରହକୁ ନେଇ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ଟେଲିସ୍କୋପ ସାହାଯ୍ୟରେ ମିଳିଥିବା ତଥ୍ୟ ଅନୁସାରେ ଏହି ଗ୍ରହରେ ବର୍ଷା ହେବା ସମୟରେ ପାଣି ନୁହେଁ ବରଂ କାଚ ବର୍ଷା ହୋଇଥାଏ । ଅର୍ଥାତ କାଚ ତରଳ ଅବସ୍ଥାରେ ବର୍ଷା ହେବା ସମୟରେ ତଳେ ପଡ଼ିଥାଏ । ଏହି ଗ୍ରହର ଚାରିପଟେ ନୀଳ ରଙ୍ଗର ସେଲିକେଟ ବାଦଲ ରହିଛି, ଯାହା ଏହାକୁ ନୀଳ ରଙ୍ଗ କରୁଛି । ସେହିଭଳି ସୂର୍ଯ୍ୟର ପାଖାପାଖି ଥିବାରୁ ଏହାର ତାପମାତ୍ରା ୧୦୯୩ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି । ଏଠାରେ ସିଲିକେଟ ତରଳି ଛୋଟଛୋଟ କାଚରେ ପରିଣତ ହୋଇଥାଏ । ଗ୍ରହକୁ ନେଇ ଆହୁରି ଗବେଷଣା ଜାରି ରହିଛି ।

ସମ୍ବନ୍ଧିତ ଖବର ଅପରିଷ୍କାର ଗା଼ଡି ଚଲାଇଲେ ଜରିମାନା

Tags: