ପେଟରେ ମସ୍ତିଷ୍କର ଅଂଶ

ପେଟରେ ମସ୍ତିଷ୍କର ଅଂଶ
Ipsita Picture
By: Ipsita
Published On


ଆସାମର ଏକ ୧୧ ମାସର ଶିଶୁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛି । ଏହି ଶିଶୁର ପେଟରୁ ଡାକ୍ତରଙ୍କୁ ମସ୍ତିଷ୍କର ଟିସୁ ମିଳିଛି । ସୂଚନା ଅନୁସାରେ ଏହି ଶିଶୁକୁ ବିରଳ ରୋଗ ନ୍ୟୁରୋଗ୍ଲିୟଲ ହେଟେରୋଟୋପିୟା ସମସ୍ୟା ରହିଛି । ଏହି ସ୍ୱାସ୍ଥ୍ୟ ସମସ୍ୟାରେ ମସ୍ତିଷ୍କର ଟିସୁ ମୁଣ୍ଡ ବଦଳରେ ଶରୀରର କୌଣସି ଅନ୍ୟ ଅଙ୍ଗ ଭିତରେ ବିକଶିତ ହୋଇଥାଏ । ଗର୍ଭ ଅବସ୍ଥାରେ ଯେତେବେଳେ ଶିଶୁର ବିକାଶ ହୋଇଥାଏ ସେତେବେଳେ ହିଁ ଏହି ସମସ୍ୟାର ପ୍ରଭାବ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଉକ୍ତ ଶିଶୁର ଅସ୍ତ୍ରୋପଚାର ସହାୟତାରେ ୫୫୦ ଗ୍ରାମ ଓଜନର ବ୍ରେନ ଟିସୁ ବାହାର କରାଯାଇଛି । ଏହି ଅସ୍ତ୍ରୋପଚାର ଚିକିତ୍ସା ବିଜ୍ଞାନ ପାଇଁ ଏକ ବଡ ଉପଲବ୍ଧି ।

Tags: