ବାଲିରୁ ପ୍ରସ୍ତୁତ ହେଉଛି କାଗଜ
ଚୀନର ବୈଜ୍ଞାନିକମାନେ ବାଲିରୁ ପ୍ରସ୍ତୁତ କରୁଛନ୍ତି କାଗଜ । ଏହି ନୂଆଧରଣର କାଗଜକୁ ନିର୍ମାଣ କରିବାକୁ ପାଣି, କାଠ କିମ୍ବା ବ୍ଲିଚିଂର ବ୍ୟବହାର କରାଯାଇନାହିଁ । ଏହି କାଗଜର ନାଁ ଦିଆଯାଇଛି ଷ୍ଟୋନ ପେପର ଯାହା ଚିMଣ ସହିତ ଓ୍ୱାଟରଫ୍ରୁପ ଅଟେ । ସେହିଭଳି ଏହା ଅଏଲ ପ୍ରୁଫ ସହିତ ରିସାଇକେଲ ମଧ୍ୟ କରାଯାଇ ପାରିବ । ଏହି ନିଆରା କାଗଜକୁ ପ୍ରସ୍ତୁତ କରିବାକୁ ବର୍ତ୍ତମାନ ଚୀନର ବିଭିନ୍ନ ମରୁଭୂମି ଅଞ୍ଚଳରେ ଛୋଟଛୋଟ ଫ୍ୟାକଫ୍ରିର ସ୍ଥାପନା କରାଯାଉଛି […]
ଚୀନର ବୈଜ୍ଞାନିକମାନେ ବାଲିରୁ ପ୍ରସ୍ତୁତ କରୁଛନ୍ତି କାଗଜ । ଏହି ନୂଆଧରଣର କାଗଜକୁ ନିର୍ମାଣ କରିବାକୁ ପାଣି, କାଠ କିମ୍ବା ବ୍ଲିଚିଂର ବ୍ୟବହାର କରାଯାଇନାହିଁ । ଏହି କାଗଜର ନାଁ ଦିଆଯାଇଛି ଷ୍ଟୋନ ପେପର ଯାହା ଚିMଣ ସହିତ ଓ୍ୱାଟରଫ୍ରୁପ ଅଟେ । ସେହିଭଳି ଏହା ଅଏଲ ପ୍ରୁଫ ସହିତ ରିସାଇକେଲ ମଧ୍ୟ କରାଯାଇ ପାରିବ । ଏହି ନିଆରା କାଗଜକୁ ପ୍ରସ୍ତୁତ କରିବାକୁ ବର୍ତ୍ତମାନ ଚୀନର ବିଭିନ୍ନ ମରୁଭୂମି ଅଞ୍ଚଳରେ ଛୋଟଛୋଟ ଫ୍ୟାକଫ୍ରିର ସ୍ଥାପନା କରାଯାଉଛି । ଏହି ପେପରକୁ ନୋଟବୁକ, ପ୍ୟାକେଜିଂ ଏବଂ ପୋଷ୍ଟର ନିର୍ମାଣ ପାଇଁ ବ୍ୟବହାର କରାଯାଉଛି ।




