ଅଫିସିଆଲ୍ ଡେଲିଗେଟ୍ସ

ଅଫିସିଆଲ୍ ଡେଲିଗେଟ୍ସ
Ipsita Picture
By: Ipsita
Published On

 

‘ଲଗାନ୍’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଆଶୁତୋଷ ଗୋୱାରିକର ଏହି ବର୍ଷ ଭାରତର ଅଫିସିଆଲ୍ ଡେଲିଗେଟ୍ ଭାବେ କାନ୍ସରେ ଯୋଗ ଦେବେ । ୨୦୨୧ ଏବଂ ୨୦୨୪ରେ କାନ୍ସର ଦୁଇଟି ପୁରସ୍କାର ‘ଗ୍ରାଣ୍ଡ ପ୍ରି’ ଏବଂ ‘ଗୋଲ୍ଡେନ୍ ଆଇ’  ପୁରସ୍କାର ଜିତିଥିବା ପାୟଲ କପାଡିଆ ମଧ୍ୟ ଏହି ବର୍ଷ ଜୁରୀ ଭାବେ କାନ୍ସରେ ସାମିଲ ହେଉଛନ୍ତି । ସେ ‘କ୍ରିଟିକ୍ସ ୱିକ୍’ ବର୍ଗର ଜୁରୀ ରହିବେ ।

ଭାରତୀୟ ଜୁରୀ

 

  • ମୃଣାଳ ସେନ : ନିର୍ଦ୍ଦେଶକ, ୧୯୮୨
  • ମୀରା ନାୟାର : ନିର୍ଦ୍ଦେଶିକା, ୧୯୯୦
  • ଅରୁନ୍ଧତି ରୟ: ଲେଖିକା, ୨୦୦୦
  • ଐଶ୍ୱର୍ଯ୍ୟା ରାୟ : ଅଭିନେତ୍ରୀ, ୨୦୦୩
  • ନନ୍ଦିତା ଦାସ : ଅଭିନେତ୍ରୀ, ୨୦୦୫
  • ଶର୍ମିଲା ଟାଗୋର : ଅଭିନେତ୍ରୀ, ୨୦୦୯
  • ଶେଖର କପୁର : ନିର୍ଦ୍ଦେଶକ, ୨୦୧୦
  • ବିଦ୍ୟା ବାଲାନ : ଅଭିନେତ୍ରୀ, ୨୦୧୩
  • ଦୀପିକା ପାଦୁକୋନ : ଅଭିନେତ୍ରୀ, ୨୦୨୨
  • ମୀନାକ୍ଷୀ ଶେଡେ : ସମୀକ୍ଷକ, ୨୦୨୩
  • ପାୟଲ କପାଡିଆ : ନିର୍ଦ୍ଦେଶିକା, ୨୦୨୫
Tags: