ପିଜୁଳି ଖାଇବାରୁ ନୋଟିସ

ପିଜୁଳି ଖାଇବାରୁ ନୋଟିସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଟୁଉକୁ ମୂଷି

ସାଧାରଣ ପିଜୁଳି ଖାଇବାକୁ ଅନେକଲୋକ ଭଲ ପାଇଥାଆନ୍ତି, ହେଲେ ନିକଟରେ ଏକ ଘଟଣା ଘଟିଛି ଯେଉଥିରେ ଜଣେ ଯବାନଙ୍କୁ ପିଜୁଳି ଖାଇବାରୁ ନୋଟିସ ମିଳିଛି । ଉତ୍ତରପ୍ରଦେଶର ରାଜଧାନୀ ଲୌକ୍ଷ୍ନରେ ଏସ୍ଡିଆରଏଫର ଜଣେ କନେଷ୍ଟବଳ ପିଜୁଳି ତୋଳି ଖାଇବାରୁ ନୋଟିସ ମିଳିଛି । ତେବେ ଏହି କାରଣରୁ ବିଭାଗ ଏହାକୁ ଅନୁଶାସନହୀନରେ ପରିଗଣିତ କରି ତାଙ୍କୁ ନୋଟିସ ଦେଇଛି । ବିନା ଅନୁମତିରେ ଉକ୍ତ କନେଷ୍ଟବଳ ଜଣଙ୍କ ବିଭାଗରେ ଥିବା ବଗିଚାରୁ ପିଜୁଳି ତୋଳି ଖାଇଥିଲେ । ଯାହା ଏକ ଅପରାଧ ତେଣୁ ତାଙ୍କ ପାଖକୁ ନୋଟିସ ଦିଆଯାଇଛି । ତେବେ ଏହା ଏକ କାରଣଦର୍ଶାଅ ନୋଟିସ ବୋଲି ଜଣା ପଡିଛି । ଏହାର ଉତ୍ତରରେ ସେ ନିଜର ଭୋକକୁ ଦାୟୀ କରିଛନ୍ତି । ଯାହାପରେ ତାଙ୍କୁ ଚେତାବନୀ ଦିଆଯାଇଛି ।

ସମ୍ବନ୍ଧିତ ଖବର ମହିଳା ଦିବସ

Tags:

Related Posts

ବିରଳ ରୋଗ ଦିବସ

ବିରଳ ରୋଗ ଦିବସ

ବତକ ପେଟରେ ସୁନା

ବତକ ପେଟରେ ସୁନା

ଟୁଉକୁ ମୂଷି

ଟୁଉକୁ ମୂଷି