ଜାତୀୟ ଉପଭୋକ୍ତା ଦିବସ
By: Ipsita
ପ୍ରତିବର୍ଷ ଡିସେମ୍ବର ୨୪ରେ ପାଳନ ହୋଇଥାଏ ଜାତୀୟ ଉପଭୋକ୍ତା ଦିବସ । ଏହି ଦିବସ ପାଳନର ମୂଳ ଲକ୍ଷ ଭାରତ ସରକାରଙ୍କର ଉପଭୋକ୍ତା ନିୟମକୁ ଲୋକଙ୍କ ନିକଟରେ ପହଞ୍ଚାଇବା । ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା । ଏହି ଆକଫକୁ ୧୯୮୬ରେ ଲାଗୁ କରାଯାଇଥିଲା । ଏହା ଉପଭୋକ୍ତାଙ୍କର ଅଧିକାରକୁ ସୁରକ୍ଷା ଦେଇଥାଏ । ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର, କିଭଳି ସେମାନଙ୍କ ସହିତ ଯଦି କୌଣସି ଠକାମୀ ହେଉଛି ତେବେ ସେଥିରୁ ରକ୍ଷା ପାଇବେ ସେନେଇ ସୂଚନା ଦିଆଯାଇଥାଏ । ଠକାମୀର ଶିକାର ହେବାପରେ କେଉଁଠାରେ ଅଭିଯୋଗ କରିବା ଦ୍ୱାରା ସେମାନେ ନ୍ୟାୟ ପାଇପାରିବେ ସେନେଇ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଣାଯାଇଥାଏ ।
ସମ୍ବନ୍ଧିତ ଖବର ମାଙ୍କଡର ଦାମ ୨୫ ଲକ୍ଷ
Tags:



