ବିବାହ ସୁଟରେ ବିଜ୍ଞାପନ

ଫ୍ରାନ୍ସର ଡାଗୋବର୍ଟ ରେନୁଫ ନାମକ ଜଣେ ବ୍ୟବସାୟୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ବିବାହରେ ହେଉଥିବା ଅତ୍ୟଧୀକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ସେ ଏକ ଉପାୟ ବାହାର କରିଛନ୍ତି । ନିଜ ବିବାହର ଫଟୋସୁଟକୁ ସେ ବିଜ୍ଞାପନ ବୋର୍ଡ କରିଦେଇଥିଲେ । ସେ ନିଜ ବିବାହରେ ଏକ କୋର୍ଟ ପିନ୍ଧିଥିଲେ ଯେଉଁଥିରେ ସେ ୨୬ଟି କମ୍ପାନୀର ଲୋଗକୁ ସାମିଲ କରିଥିଲେ । ଏଥିରେ ଏଆଇ, ସାସ୍‌ ଭଳି କମ୍ପାନୀ ସାମିଲ ଥିଲେ । ନିଜ ବିବାହରେ […]

ବିବାହ ସୁଟରେ ବିଜ୍ଞାପନ
Samaya Live Picture
Published On

ଫ୍ରାନ୍ସର ଡାଗୋବର୍ଟ ରେନୁଫ ନାମକ ଜଣେ ବ୍ୟବସାୟୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ବିବାହରେ ହେଉଥିବା ଅତ୍ୟଧୀକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ସେ ଏକ ଉପାୟ ବାହାର କରିଛନ୍ତି । ନିଜ ବିବାହର ଫଟୋସୁଟକୁ ସେ ବିଜ୍ଞାପନ ବୋର୍ଡ କରିଦେଇଥିଲେ । ସେ ନିଜ ବିବାହରେ ଏକ କୋର୍ଟ ପିନ୍ଧିଥିଲେ ଯେଉଁଥିରେ ସେ ୨୬ଟି କମ୍ପାନୀର ଲୋଗକୁ ସାମିଲ କରିଥିଲେ । ଏଥିରେ ଏଆଇ, ସାସ୍‌ ଭଳି କମ୍ପାନୀ ସାମିଲ ଥିଲେ । ନିଜ ବିବାହରେ ସେ ଏହି ବିଜ୍ଞାପନର ଫଟୋ ଲାଗିଥିବା ସୁଟ ପିନ୍ଧି ଆସିଥିଲେ । ଏଥିରେ ସେ ନିଜ କମ୍ପାନୀ ନାଁ ମଧ୍ୟ ସାମିଲ କରିଥିଲେ । ଏନେଇ ସେ ଅନେକ ଦିନରୁ ଯୋଜନା ଆରମ୍ଭ କରିଥିଲେ । ନିଜର ଏଭଳି ବୁଦ୍ଧି ପାଇଁ ସେ ସୋସିଆଲ ମିଡିଆ ଷ୍ଟାର ପାଲଟି ଯାଇଛନ୍ତି । ତାଙ୍କ କ୍ରିଏଟିଭିଟିର ସମସ୍ତେ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Tags: