ଦୀର୍ଘତମ ବିମାନ ଯାତ୍ରା

ନିକଟରେ ଏକ ବିମାନ ନିଜନାଁରେ ଏକ ନିଆରା ରେକର୍ଡ ସାମିଲ କରିଛି । ଏହି ବିମାନଟି ବିଶ୍ୱର ଦୀର୍ଘତମ ବିମାନ ଯାତ୍ରାର ରେକର୍ଡକୁ ନିଜ ନାଁରେ ସାମିଲ କରିଛି । ଏହି ବିମାନଟି ଦୀର୍ଘ ୧୯ ଘଣ୍ଟା ଓ ୨୦ ମିନିଟ୍‌ର ଯାତ୍ରା ସମ୍ପୂର୍ଣ୍ଣ କରିଛି । ଏହି ସମୟରେ ବିମାନଟି ୧୦ ହଜାର କିମିର ରାସ୍ତା ଯାତ୍ରା କରିଛି । ଯାହା ପୂରାବିମାନ ଯାତ୍ରା ଇତିହାସରେ ଏକ ନୂଆ ରେକର୍ଡ । ଏହି ବିମାନଟି ନ୍ୟୁୟର୍କର […]

ଦୀର୍ଘତମ ବିମାନ ଯାତ୍ରା
Samaya Live Picture
Published On

ନିକଟରେ ଏକ ବିମାନ ନିଜନାଁରେ ଏକ ନିଆରା ରେକର୍ଡ ସାମିଲ କରିଛି । ଏହି ବିମାନଟି ବିଶ୍ୱର ଦୀର୍ଘତମ ବିମାନ ଯାତ୍ରାର ରେକର୍ଡକୁ ନିଜ ନାଁରେ ସାମିଲ କରିଛି । ଏହି ବିମାନଟି ଦୀର୍ଘ ୧୯ ଘଣ୍ଟା ଓ ୨୦ ମିନିଟ୍‌ର ଯାତ୍ରା ସମ୍ପୂର୍ଣ୍ଣ କରିଛି । ଏହି ସମୟରେ ବିମାନଟି ୧୦ ହଜାର କିମିର ରାସ୍ତା ଯାତ୍ରା କରିଛି । ଯାହା ପୂରାବିମାନ ଯାତ୍ରା ଇତିହାସରେ ଏକ ନୂଆ ରେକର୍ଡ । ଏହି ବିମାନଟି ନ୍ୟୁୟର୍କର ଜନ୍‌ଏଫେ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ଚୀନର ଫୁଜୁ ଚ୍ୟାଙ୍ଗେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ସାରିଥିଲା । ଏହି ରାସ୍ତା ଉଡାଣ ଭରିବାକୁ ସମ୍ପୃକ୍ତ ବିମାନକୁ ୧୯ ଘଣ୍ଟାର ସମୟ ଲାଗିଛି । ତେବେ ବିମାନଟି ଦୀର୍ଘତମ ରାସ୍ତା ନୁହେଁ ବରଂ ସମୟ ପାଇଁ ଏହି ରେକର୍ଡ ନିଜ ନାଁରେ କରିଛି ।

Tags: