ଜଣା ଅଜଣା

ଜଣା ଅଜଣା
Ipsita Picture
By: Ipsita
Published On

 

ମକର ସଂକ୍ରାନ୍ତିକୁ ନେଇ ଏଭଳି କିଛି ତଥ୍ୟ ରହିଛି ଯାହା ତାକୁ ପର୍ବମାନଙ୍କ ଭିତରେ ଅଲଗା କରିଥାଏ । ଆସନ୍ତୁ ପଢିବା ସେହିଭଳି କିଛି ଜଣା ଅଜଣା ତଥ୍ୟା ସମ୍ପର୍କରେ ।

- କ୍ୟାଲେଣ୍ଡର ଅନୁଯାୟୀ ଏହି ସବୁବେଳେ ଗୋଟିଏ ଦିନରେ ପଡିଥାଏ । ହେଲେ ଅନ୍ୟ ପର୍ବଙ୍କର ମାସ ଓ ତାରିଖ ବଦଳିଥାଏ ।

- ଏହି ଦିନ ରାତି ଓ ଦିନର ଲମ୍ବ ସମାନ ଥାଏ ।

- ଏହି ଦିନ ଲୋକମାନଙ୍କୁ ବାହାରେ ବେଶି ସମୟ କାଟିବାର ସୂଚନା ଦେଇଥାଏ । କାରଣ ଏହି ଦିନ ଠାରୁ ବସନ୍ତ ଋତୁର ଆଗମନ ହୋଇଥାଏ ।

- ଏହି ପର୍ବରେ ରାଶି, ଗୁଡର ଲଡୁ ଖିଆଯାଇଥାଏ । ଏହା ଶୀତଦିନେ ଦେହ ପାଇଁ ଭଲ ହୋଇଥାଏ । ତେଣୁ ସ୍ୱାସ୍ଥ୍ୟକୁ ଆଖିରେ ରଖି ଏହି ପର୍ବକୁ ପାଳନ କରାଯାଇଥାଏ ।

- ପ୍ରତି ସ୍ଥାନରେ ଭିନ୍ନଭିନ୍ନ ନାମରେ ଏହାକୁ ସମ୍ବୋଧନ କରାଯାଇଥାଏ ।

- ଏହି ଦିନ ଖିର ଉତୁରାଇବାର ନିୟମ ରହିଛି । କିଛି ସ୍ଥାନରେ ଖିରକୁ ଅଧିକ ସମୟ ଫୁଟାଯାଇଥାଏ ଯାହା ଫଳରେ ଏହା ପାତ୍ରର ବାହାରକୁ ଆସିବ । ଏହା ଶୁଭ ହୋଇଥାଏ ।

 

Tags: