୧୧.୧୦.୨୦୨୬ ରବିବାର
ଆଶ୍ବିନ ଶୁକ୍ଳ ପ୍ରତିପଦା
ମେଷ: ସମ୍ମାନ ବୃଦ୍ଧି, ଅର୍ଥ ଲାଭ, ଶୁଭ ଖବର, ଉତ୍ସବରେ ଯୋଗଦାନ, ନୂତନ କର୍ମନିଯୁକ୍ତି, ସ୍ବାସ୍ଥ୍ୟ ଲାଭ, ଦାମ୍ପତ୍ୟ ଖୁସି, ପାରିବାରିକ ସହଯୋଗ, ଦୂର ଯାତ୍ରା ସଫଳ। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୦, ଆରାଧନା- ମା’ ଭଗବତୀ
ବୃଷ: ବ୍ୟବସାୟରେ ସ୍ବଳ୍ପ ଲାଭ, ଅଧÒକ ଖର୍ଚ୍ଚ, ଦୂର ଯାତ୍ରା, ଶୁଭ ଖବର, ଗୃହେ ଶୁଭ ଆଲୋଚନା, ବନ୍ଧୁଗୃହେ ଯାତ୍ରା, ଉତ୍ସବ ପ୍ରତି ଆସକ୍ତି, ଶରୀର ସୁସ୍ଥ, ଦାମ୍ପତ୍ୟ ଖୁସି। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା- ପ୍ରଭୁ ହନୁମାନ
ମିଥୁନ: ଶତ୍ରୁ ସମସ୍ୟା, ପାରିବାରିକ ସହଯୋଗ, ଦେବ ଦର୍ଶନ, ବନ୍ଧୁ ଲାଭ, ଶାରୀରିକ ସୁସ୍ଥ, ଶୁଭ ଖବର, କିଛି କାର୍ଯ୍ୟରେ ଅପମାନ, ସମ୍ପତ୍ତି ଲାଭ, ବନ୍ଧୁ ସାହାଯ୍ୟ, ସନ୍ତାନ ଖୁସି, ଯାତ୍ରା ସଫଳ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ।
କର୍କଟ: କର୍ମକ୍ଷେତ୍ରରେ ସଫଳ, ସମ୍ମାନ ବୃଦ୍ଧ, ଶୁଭ ଆଲୋଚନା, ଦୂରଯାତ୍ରାରେ ସତର୍କ, ଲୋକସମ୍ପର୍କ ବୃଦ୍ଧ, ବିବାଦ ସମାଧାନ, ବନ୍ଧୁଗୃହେ ଯାତ୍ରା, ସନ୍ତାନ ଖୁସି। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୫, ଆରାଧନା- ପ୍ରଭୁ ଲୋକନାଥ
ସିଂହ: ହେବା କାର୍ଯ୍ୟରେ ବିଳମ୍ବ, ବନ୍ଧୁ ବିରୋଧ, ଅଯଥା ଚିନ୍ତା, ଅର୍ଥ ସମସ୍ୟା, ପାରିବାରିକ ସହାୟତା, ବ୍ୟବସାୟିକ ଖୁସି, ଦାମ୍ପତ୍ୟ ସୁଖ, େଦବ ଦର୍ଶନ, ଉତ୍ସବକୁ େନଇ ଖୁସି, ସ୍ବାସ୍ଥ୍ୟ ଲାଭ। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶୀ, ସଂଖ୍ୟା-୭, ଆରାଧନା-ମହାଲକ୍ଷ୍ମୀ
କନ୍ୟା: ଶାରୀରିକ କଷ୍ଟ, ଅଯଥା ଖର୍ଚ୍ଚାନ୍ତ, ପରିଭ୍ରମଣ ଯୋଗ, ବ୍ୟକ୍ତି ସାହାଯ୍ୟ, ବନ୍ଧୁ ଲାଭ, ଦାମ୍ପତ୍ୟ ଖୁସି, ସ୍ବାଦିଷ୍ଟ ଭୋଜନ, ଶତ୍ରୁ କଷ୍ଟ, ବାଣିଜ୍ୟ ଲାଭ, ପାରିବାରିକ ସାହାଯ୍ୟ। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୪, ଆରାଧନା- ମା’ ବଗଳାମୁଖୀ।
ତୁଳା: ମାନସିକ ଶାନ୍ତି, ଶରୀର ପୀଡ଼ା, ଲୋକସମ୍ପର୍କ ବୃଦ୍ଧ, ଆଶା ସଫଳ, ଦେବଦର୍ଶନ, ସୁମିଷ୍ଟ ଭୋଜନ, ଅର୍ଥ ଲାଭ, ଦ୍ରବ୍ୟ ପ୍ରାପ୍ତି, ଦାମ୍ପତ୍ୟ କଳହ। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ବିଛା: କିଛି କାର୍ଯ୍ୟରେ ଅସନ୍ତୋଷ, ବ୍ୟବସାୟିକ ଖୁସି, ବନ୍ଧୁ ସାହାଯ୍ୟ, ଶାରୀରିକ ସୁସ୍ଥ, ସମ୍ପତ୍ତି ଲାଭ, ଅଯଥା କଳହ, ଶୁଭ ଆଲୋଚନା, ଦ୍ରବ୍ୟ ଲାଭ, ମାମଲା ସମାଧାନ, ଭ୍ରମଣ ଯୋଗ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଖଇରୀ, ସଂଖ୍ୟା-୭, ଆରାଧନା- ଭଗବାନ ବିଷ୍ଣୁ
ଧନୁ: ସ୍ବାସ୍ଥ୍ୟକୁ େନଇ ଚିନ୍ତା, କର୍ମକ୍ଷେତ୍ରରେ ଶାନ୍ତି, ଶୁଭ ଖବର, ଦୂରଯାତ୍ରାରେ ବାଧା, ଲୋକସମ୍ପର୍କ ବୃଦ୍ଧ, ଶତ୍ରୁ ସମସ୍ୟା, ଦାମ୍ପତ୍ୟ କଳହ, ପାରିବାରିକ ସମସ୍ୟା। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ଗାଈଙ୍କୁ ଖାଇବାକୁ ଦିଅନ୍ତୁ
ମକର: କଥାବାର୍ତ୍ତାରେ ସଞ୍ଜମତା ରଖନ୍ତ, ବ୍ୟବସାୟରେ ଲାଭ, ଦୂର ଯାତ୍ରା, ଅଯଥା ଖର୍ଚ୍ଚାନ୍ତ, ସନ୍ତାନ ଖୁସି, ଶତ୍ରୁ କଷ୍ଟ, ବନ୍ଧୁ ଲାଭ, ବିବାଦଗ୍ରସ୍ତ, ନୂତନ କର୍ମନିଯୁକ୍ତି, ଗୃହେ ଉତ୍ସବ, ସୁମିଷ୍ଟ ଭୋଜନ ପ୍ରାପ୍ତି। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୮, ଆରାଧନା- ମା’ ମଙ୍ଗଳା
କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସା, ଶୁଭ ଖବର, ବନ୍ଧୁଲାଭ, ଅର୍ଥ ପ୍ରାପ୍ତି, କର୍ମନିଯୁକ୍ତି, ଦାମ୍ପତ୍ୟ ଖୁସି, ଯାତ୍ରା ସଫଳ, ବାଣିଜ୍ୟ ଲାଭ, ଦୂର ଯାତ୍ରା ସଫଳ, ଶତ୍ରୁ ସମସ୍ୟା ସମାଧାନ, ସନ୍ତାନ ଲାଭ। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୯, ଆରାଧନା- ପ୍ରଭୁ ରାଧାବଲ୍ଲଭ।
ମୀନ: କିଛି କାର୍ଯ୍ୟରେ ବିରୋଧ, ସମ୍ପର୍କ ହାନି, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ଗୃହେ ଯାତ୍ରା, ସ୍ବାସ୍ଥ୍ୟ ଲାଭ, ବ୍ୟକ୍ତି ସାହାଯ୍ୟ, ନୂତନ କର୍ମାରମ୍ଭ, ପାରିବାରିକ ଶାନ୍ତି, ଗାଡ଼ିଚାଳନରେ ସାବଧାନ। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୫, ଆରାଧନା- ମା’ ଗୌରୀ




