୧୪.୯.୨୦୨୬ ସୋମବାର

ଭାଦ୍ରବ ଶୁକ୍ଳ ଚତୁର୍ଥୀ

୧୪.୯.୨୦୨୬  ସୋମବାର
Ipsita Picture
By: Ipsita
Published On

 

 

ମେଷ: ପ୍ରୀତି ହାନି, ନୂତନ କାର୍ଯ୍ୟରେ ସମସ୍ୟା, ପାରିବାରିକ ଖୁସି, ବନ୍ଧୁ ଲାଭ, ସ୍ବାଦିଷ୍ଟ େଭାଜନ, ଭ୍ରମଣ ଖୁସି, ସମ୍ପତ୍ତି ବିବାଦ, କର୍ମକ୍ଷେତ୍ରରେ ସମସ୍ୟା, ସନ୍ତାନ ଲାଭ, ବ୍ୟବସାୟରେ ସଫଳତାଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ

ବୃଷ: ଯାତ୍ରାରେ କଷ୍ଟ, ବନ୍ଧୁ ସହଯୋଗ, ଅର୍ଥ କଷ୍ଟ, ଦ୍ରବ୍ୟ ପ୍ରାପ୍ତି, ବିଶିଷ୍ଟ କାର୍ଯ୍ୟରେ ଲାଭ, ପାରିବାରିକ ସହଯୋଗ, ସମ୍ମାନ ଲାଭ, ପୁରାତନ ବିବାଦ, ସନ୍ତାନ ସମସ୍ୟା।  କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ମିଥୁନ: କାର୍ଯ୍ୟରେ ସଫଳ, ସମ୍ପତ୍ତି ଲାଭ, ଶୁଭ ଖବର, ପାରିବାରିକ ସହଯୋଗ, େଦବଦର୍ଶନ, ଶାରୀରିକ ସୁସ୍ଥ, କର୍ମକ୍ଷେତ୍ରରେ ସଫଳ, ବ୍ୟବସାୟିକ ଲାଭ, ବନ୍ଧୁ ଦର୍ଶନଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

କର୍କଟ: ଶୁଭକାର୍ଯ୍ୟରେ ଧନଖର୍ଚ୍ଚ, ବ୍ୟବସାୟରେ ସନ୍ତୋଷ, ନୂତନ କର୍ମାରମ୍ଭ, ପାରିବାରିକ ଖୁସି, ଅନୁଷ୍ଠାନରୁ ଲାଭ, ଶତ୍ରୁ ସମସ୍ୟା, ଦାମ୍ପତ୍ୟ ଖୁସି, ବ୍ୟକ୍ତି ସାହାଯ୍ୟ, ମାନସିକ ଅବସାଦପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-, ଆରାଧନା- ମାଭୁବନେଶ୍ବରୀ

ସିଂହ: ସୁସମାଚାର, ମାନସିକ ଶାନ୍ତି, ସମ୍ମାନ ପ୍ରାପ୍ତି, ଲୋକସମ୍ପର୍କରେ ଉନ୍ନତି, ଦେବଦର୍ଶନ, ଶାରୀରିକ ସୁସ୍ଥ, କର୍ମକ୍ଷେତ୍ରରେ ସମ୍ମାନ, ବିଦ୍ୟାରେ ସଫଳ, ଅନୁଷ୍ଠାନରୁ ଲାଭମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ମାଦକ୍ଷିଣକାଳୀ

କନ୍ୟା: ଅଯଥା ଖର୍ଚ୍ଚ, ଶତ୍ରୁ ସମସ୍ୟା, ଭ୍ରମଣ କଷ୍ଟ, ଭ୍ରାତୃ ସ୍ନେହ, ପାରିବାରିକ ସହଯୋଗ, ତୀର୍ଥ ଯାତ୍ରା, କିଛି କାର୍ଯ୍ୟରେ ବିବାଦ, କଚେରୀ ମାମଲା, ଦାମ୍ପତ୍ୟ ଖୁସି, େଚାରି ଭୟଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-, ଆରାଧନା- ମାଭଗବତୀ

ତୁଳା: ଭ୍ରମଣ ସୁଖ, ଖୁସି ଖବର, ଦାମ୍ପତ୍ୟ ସୁଖ, ସମ୍ମାନ ଲାଭ, ସମ୍ପତ୍ତି ବିବାଦ, ପାରିବାରିକ ଖୁସି, ସ୍ବାଦିଷ୍ଟ େଭାଜନ, ଉଚ୍ଚ ଆଶା ସଫଳ, େଦବ ଦର୍ଶନ, ବିଦ୍ୟାରେ ସଫଳ, ପଡ଼ିଶା ଗଣ୍ଡଗୋଳସ୍ବାତି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-, ଆରାଧନା- ମାପାର୍ବତୀ

ବିଛା: ଖୁସି ଖବର,ବ୍ୟବସାୟରେ ଲାଭ, ବ୍ୟକ୍ତି ସାହାଯ୍ୟ, ଅର୍ଥ ପ୍ରାପ୍ତି, ଶରୀର ସୁସ୍ଥ, ପରିବାର ସହ ମନାନ୍ତର, କର୍ମକ୍ଷେତ୍ରରେ ଶୁଭଖବର, ସମ୍ମାନ ବୃଦ୍ଧ, ଶତ୍ରୁ ବୃଦ୍ଧ, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ଧନୁ: କାର୍ଯ୍ୟରେ ବାଧା, ଦ୍ରବ୍ୟ ନଷ୍ଟ, ବନ୍ଧୁ ସହଯୋଗ, ଅର୍ଥ ସମସ୍ୟା, ଅନୁଷ୍ଠାନରୁ ଲାଭ, ସନ୍ତାନ ସମସ୍ୟା, ଦୂରଯାତ୍ରା ସଫଳ, ପାରିବାରିକ ବିରୋଧ, ଅପମାନ େଯାଗ, ଶତ୍ରୁ ସମସ୍ୟା, ସମ୍ପତ୍ତି ଲାଭମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ଗୁରୁଜନଙ୍କ ସେବା

ମକର: ଯାତ୍ରାରେ ସତର୍କ, ତୀର୍ଥ ଯାତ୍ରା ସଫଳ, ବନ୍ଧୁ ଦର୍ଶନ, ଶତ୍ରୁ ସମସ୍ୟା, ବ୍ୟୟ ବୃଦ୍ଧ, ଲୋକସମ୍ପର୍କ ଖୁସି

ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-, ଆରାଧନା- ଗ୍ରାମଦେବତୀ

କୁମ୍ଭ: ସମ୍ପର୍କରେ ଉନ୍ନତି, ବ୍ୟବସାୟିକ ଲାଭ, ଶୁଭ ଖବର, ଶରୀର ସୁସ୍ଥ, ଦୂର ଯାତ୍ରା, ଦାମ୍ପତ୍ୟ ଖୁସି, କର୍ମକ୍ଷେତ୍ରରେ ସ୍ଥାନାନ୍ତର, ଉଚ୍ଚ ଆଶାରେ ଲାଭ, ବାନ୍ଧବୀ ଲାଭ, ସନ୍ତାନ ଖୁସି ଗୃହେ ଶୁଭ ଆଲୋଚନାଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ମୀନ: ଦ୍ରବ୍ୟ ଲାଭ, ଗୃହେ ସହଯୋଗ, ଶରୀର ସୁସ୍ଥ, େଦବଦର୍ଶନ, ନୂତନ କାର୍ଯ୍ୟ ଆରମ୍ଭ, ସମ୍ମାନ ଲାଭ, ଦୂର ଯାତ୍ରା ସଫଳ, ବିଦ୍ବାନ ବ୍ୟକ୍ତିଙ୍କ ସାହାଯ୍ୟ, ଗୃହଜଞ୍ଜାଳ ବୃଦ୍ଧ, ଶୁଭ ଖବର, ଦାମ୍ପତ୍ୟ କଳହଉତ୍ତରାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ମାଗୌରୀ

 

 

Tags: