ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା
ଭାରତୀୟ ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହର ତୀବ୍ରତାକୁ ଆଧାର କରି ରଙ୍ଗ ସଙ୍କେତ (କଲର୍ କୋଡ୍) ମାଧ୍ୟମରେ ପ୍ରଭାବ ଭିତ୍ତିକ ସତର୍କ ସୂଚନା ଜାରି କରିଥାଏ । ଯାହାଦ୍ୱାରା ସମ୍ପୃକ୍ତ ଅଧିକାରୀ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ । ଏଥିରେ ଚାରୋଟି ରଙ୍ଗ ସଙ୍କେତକୁ ସାମିଲ କରାଯାଇଛି ।
- ସବୁଜ : କୌଣସି ପଦକ୍ଷେପର ଆବଶ୍ୟକତା ନାହିଁ ।
- ହଳଦିଆ : ନଜର ରଖନ୍ତୁ ଏବଂ ଅପ୍ଡେଟ୍ ରୁହନ୍ତୁ ।
- କମଳା : ପ୍ରସ୍ତୁତ ରୁହନ୍ତୁ ।
- ଲାଲ୍ : ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।
Tags:



